ପଶ୍ଚିମବଙ୍ଗ,୨୫/୬: ଶନିବାର ରାତି ପ୍ରାୟ ୪ଟା ବେଳେ ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ ୨ଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ କେତେଗୁଡ଼ିଏ ୱାଗନ୍ ଧାରଣାଚ୍ୟୁତ ହୋଇଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ଓନ୍ଦାଗ୍ରାମ ବା ଓନ୍ଦା ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟାଏ ମାଲ୍ବାହୀ ଟ୍ରେନ୍ ଅନ୍ୟ ଗୋଟାଏ ମାଲ୍ବାହୀ ଟ୍ରେନ୍ର ପଛରେ ଧକ୍କାଖାଇବାରୁ ୧୨ଟି ୱାଗନ୍ ଧାରଣାରୁ ବାହାରି ଯାଇଛି।ଏହି ଦୁର୍ଘଟଣାରେ Continue Reading
ଭୁବନେଶ୍ୱର, ୨୪/୬: ବିଦ୍ୟୁତ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ ଦେୟ। ଏଥିପାଇଁ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ।ବିଜ୍ଞପ୍ତି ଅନୁସାରେ, ୨୦୨୪ ଏପ୍ରିଲ ପହିଲାରୁ ୧୦ କିଲୋୱାଟ୍ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ Continue Reading
By Payal Banerjee Bhubaneswar, June 24: Vedanta Aluminium, India’s largest producer of aluminium, has been recognized as the highest exporter of containerised cargo in Twenty-foot Equivalent Units (TEUs) through Haldia Dock Complex by the Shyama Prasad Mookerjee Port (Formerly Kolkata Port Trust) for the year 2022-23. The company was conferred with an award for this […]Continue Reading
ସୁନ୍ଦରଗଡ଼,୨୪/୬: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖାବନ୍ଧ ନିକଟରେ ୨୧୫ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଏକ ହାଇୱା ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ମୃତାହତମାନେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର। ସେମାନେ ଏକ ବିବାହ ଭୋଜି ଖାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗକୁ ଯାଇଥିଲେ। ତେବେ କୌଣସି କାମରେ ସେମାନେ କେ. ବଲାଙ୍ଗରୁ ଲହୁଣୀପଡ଼ା ଯାଇଥିଲେ। ସେଠାରୁ ଦିନ ପ୍ରାୟ ୨ଟା ବେଳେ […]Continue Reading
By Subrat Sarangi New Delhi, June 24: Under its skill development initiative “Daksh,” the leading steel maker ArcelorMittal Nippon Steel India (AM/NS India) in collaboration with National Skill Development Corporation had set up a Skill Development Centre at Paradipgarh on May 2022 to impart skill development training to the local underprivileged youth. 200 local youths Continue Reading
NEW DELHI,24/6: The powerful mercenary group Wagner’s insurrection has plunged Russia into crisis. The head of the Wagner paramilitary group said his troops had taken control of military facilities in two Russian cities. Rebellious Russian mercenary chief Yevgeny Prigozhin claimed that he has taken control of Rostov-on-Don and Voronezh as part of an attempt to […]Continue Reading
ଭୁବନେଶ୍ବର/ରାୟଗଡ଼ା,୨୪/୬: ପତ୍ନୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଶନିବାର ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଅଦାଲତ ଏହି ମାମଲାର ଦଣ୍ଡ ଘୋଷଣା କରିବେ ବୋଲି Continue Reading
ଧର୍ମଗଡ଼,୨୪/୬: କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ପଞ୍ଚାୟତର କଳାଟାପରେଙ୍ଗ ଗାଁରେ ଗତ ମେ ୯ ତାରିଖ ସକାଳୁ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦେଢ଼ ମାସ ପରେ ପୁଣି ସେହି ଗାଁରେ ମାଓ ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର କରିଛନ୍ତି ଲାଲ ବାହିନୀ।ଶନିବାର ସକାଳୁ ଗ୍ରାମର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓ ସଂଗଠନ […]Continue Reading
ଗଞ୍ଜାମ,୨୪/୬: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହଳଦିଆପଦରରେ ଜଣେ ଗ୍ୟାରେଜ ମାଲିକଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଓ ତାଙ୍କ ହାତକୁ ଖଣ୍ଡାରେ ହାଣି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୨ରୁ ୩ ଜଣ ଦୁର୍ବୃତ୍ତ।ଲୁଟର ଶିକାର ହୋଇଥିବା ତଥା ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ଗ୍ୟାରେଜ ମାଲିକଙ୍କ ନାଁ କୁନାଚନ୍ଦ୍ର କଠୁଆ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ଘରୁ ଟଙ୍କା ନେଇ ତାଙ୍କ ଗ୍ୟାରେଜକୁ ଯାଉଥିଲେ। ହଳଦିଆପଦର ଇସ୍କନ ମନ୍ଦିର ନିକଟରେ […]Continue Reading
ଭୁବନେଶ୍ବର,୨୪/୬: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ।ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଏନେଇ Continue Reading




