NEW DELHI,JUNE 26 : Salman Khan is on our kill list, Canada-based fugitive gangster Goldy Brar said in an exclusive interview to India Today channel, months after the actor reported threat e-mails received by his close associate to the police. Goldy Brar allegedly masterminded the murder of Punjabi singer-politician Sidhu Moose Wala in May last […]Continue Reading
NEW DELHI,JUNE 26 : Delhi Power Minister Atishi on Monday lashed out at the Centre for increasing the city’s power purchase adjustment cost (PPAC) by 8 per cent, which would lead to a price hike for consumers. The PPAC is a surcharge passed on to consumers and is mentioned in electricity bills. The PPAC is […]Continue Reading
ଭୁବନେଶ୍ୱର,୨୬/୬ : ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ବୁଲୁଥିଲେ ୫ ନାଗା ସାଧୁ । ସେମାନଙ୍କୁ ଜବଦସ୍ତି ଉଠାଇ ଆଣିଲା କମିଶନରେଟ୍ ପୁଲିସ୍। ଲୁଟ୍ ସନ୍ଦେହରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।ଏଥିସହ ସେମାନେ ବ୍ୟବହାର କରୁଥିବା ଗୋଟିଏ ବୋଲେରୋକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ଅଟକ ଥିବା ବାବାମାନେ, ରଘୁନାଥପୁର ଲୁଟ୍ରେ ସମ୍ପୃକ୍ତି ଅଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ।୩ରୁ ୪ ଦିନ ତଳେ ନାଗା ସାଧୁ ବେଶରେ କିଛି ବାବା Continue Reading
ଦିଗପହଣ୍ଡି,୨୬/୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ଜଣଙ୍କର ଜୀବନ। ହେଲେ ଏହି ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ ମନେ ପକାଇ କାନ୍ଦୁଛନ୍ତି ପୂର୍ବତନ ସାଂସଦ। ରେଣୁବାଳା ପ୍ରଧାନ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତାଙ୍କର ଦିଅର, ଝିଆରୀ, ଜ୍ୱାଇଁ ଓ ନଣନ୍ଦେଇ ଅଛନ୍ତି। ବହୁତ ହସଖୁସିରେ ସେମାନେ ଝିଅ ବିଦା Continue Reading
DELHI,JUNE 26: Four motorcycle-borne men on two bikes waylaid a car and looted a delivery agent and his associate of Rs 2 lakh at gunpoint inside the Pragati Maidan tunnel in New Delhi on Saturday. The loot was recorded on a CCTV where Patel Saajan Kumar, a delivery agency at Omnia Enterprises in Delhi’s Chandi […]Continue Reading
ପାଟନା,୨୬/୬: ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣୁଥିବା ବେଳେ ବିହାରର ଜଣେ ୧୫ ବର୍ଷିୟ ବାଳକ ତା’ର ସ୍କୁଲ୍ ଶିକ୍ଷକଙ୍କଠାରୁ ଅମାନୁଷିକ ଭାବେ ମାଡ଼ଖାଇ ମରିଯାଇଥିବା ଅଭିଯୋଗ ହୋଇଛି।ସଂଗୃହୀତ ସୂଚନା ଅନୁସାରେ, ମଧୁବନ ଅଞ୍ଚଳରେ ଥିବା ଏକ ମୋବାଇଲ୍ ମରାମତି ଦୋକାନରୁ ମାଆଙ୍କ ମୋବାଇଲ୍ ଫୋନ୍ ଆଣିବା ଲାଗି ପୂର୍ବ ଚମ୍ପାରଣ ଜିଲ୍ଲାର ୧୫ ବର୍ଷିୟ ବାଳକ ବଜରଙ୍ଗୀ କୁମାର ଶନିବାର ଦିନ ଯାଇଥିଲେ। ଘରକୁ ଫେରିବା ବାଟରେ ସେ ସାଙ୍ଗସାଥୀଙ୍କ ମେଳରେ Continue Reading
NEW DELHI,JUNE 26 : Over five months after some of top wrestlers accused Wrestling Federation of India (WFI) chief Brij Bhushan Sharan Singh of sexual harassment, they have decided to call off the protest and battle it out in court. Top grappler Sakshi Malik took to Twitter to make the announcement. She said the “battle […]Continue Reading
Karnataka,June 26 : Karnataka man slits wife’s lover’s throat, drinks his blood, friend films itA man slit a person’s throat and drank his blood while his friend captured the incident on his mobile phone in Karnataka’s Chikkaballapur. The man has been arrested after video of the incident went viral. The incident happened in Chintamani taluk […]Continue Reading
ଗଞ୍ଜାମ,୨୬/୬ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜୀବନ ଚାଲି ଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି।ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରପାଇଁ ସହାୟତା ରାଶି ଘୋଷଣା କରାଯାଇଛି।ଖେମୁଣ୍ଡି କଲେଜ ନିକଟରେ ବସ୍ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୬ : ସମ୍ବଲପୁର ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦିନ ୧୧ ଘଣ୍ଟା ସମୟରେ ଶ୍ରୀଯୁକ୍ତ ଦଳେଇ ମହାନଦୀ ବ୍ରିଜଛକଠାରେ ପହଞ୍ଚିବାପରେ ସେଠାରେ ଜିଲାପାଳ ସତ୍ୟରଂଜନ ସାହୁ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ବ୍ରିଜଛକଠାରେ ମହାନଦୀ କୂଳରେ ବୌଦ୍ଧଗଡ ଏନଏସି ପକ୍ଷରୁ Continue Reading




