Home Articles posted by odadmin (Page 1214)
Odisha News
ଭୁବନେଶ୍ୱର,୩୧/୭: ଆଜି ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଏହି ବର୍ଷା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ। ତେବେ ମଙ୍ଗଳବାର ଓ ବୁଧବାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଅସରାଏ ବର୍ଷାରେ ଆଜି ଭାସିଛି ସ୍ମାର୍ଟ ସିଟି ଭୁବନେଶ୍ୱର। ଯେଉଁଠି ଦେଖିବେ, ସେଠି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି।ଭୁବନେଶ୍ୱର Continue Reading
Ollywood News
କଟକ,୩୧/୭: ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ ଓକିଲ। ବର୍ଷାଙ୍କୁ ପାଖାପାଖି ୧୮୦ରୁ ୧୮୫ଟି ପ୍ରଶ୍ନ କରିଥିଲେ ଅନୁଭବଙ୍କ ଓକିଲ। ଉଭୟ ପକ୍ଷ ଆଜି କୋର୍ଟରେ ନିଜ ନିଜର ଦଲିଲ ଉପସ୍ଥାପନ Continue Reading
Odisha News
ବ୍ରହ୍ମପୁର,୩୧/୭ : ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ। ୧୯୯୮ ମସିହାରେ ପୁଲିସ୍ ଆର୍ଆଇ (ରିଜର୍ଭ ଇନ୍ସପେକ୍ଟର) ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣ ରେଡ୍ଡୀଙ୍କ ସହ ମୋଟ ୧୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି।ଜଜମେଣ୍ଟ ନେଇ ନାରାୟଣ ରେଡ୍ଡୀ କହିଛନ୍ତି, ଲୋକଙ୍କ ଉପରେ ପୁଲିସ୍ ଆକ୍ରମଣ କଲା। ଆଉ ପୁଲିସ୍ Continue Reading
Odisha News
ଭୁବନେଶ୍ୱର,୩୧/୭: ଓଡ଼ିଶା ଲୋକସେବା ଆୟୋଗ (ଙଚଝଉ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି।ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା […]Continue Reading
Top Stories
By Dr Gourang Charan Rout Bhubaneswar, July 31 :Observing World Nature Conservation Day (July 28), Vedanta Aluminium, the largest aluminium producer in India, commenced extensive afforestation efforts, based on the unique Miyawaki method, for the first time ever in the vicinity of its Jamkhani coal mines in Sundargarh district, Odisha.Following this up on International Continue Reading
Odisha News
By Mahendra Darjee ବଲାଙ୍ଗୀର , July 31: ମାହେଶ୍ଵରୀ ସଂଗଠନ ଦୁଃଖୀ,ଗରିବ,ଅନାଥ ଙ୍କୁ ସାହାଯ୍ୟ ସହଯୋଗ କରିବାରେ ଏକ ଅଗ୍ରଣୀ ସଂସ୍ଥା ।ସଂସ୍ଥା ର ମୂଳମନ୍ତ୍ର ନର ସେବା ନାରାୟଣ ସେବା।ସେବା ମନୋଭାବ କୁ ବ୍ୟାପକ କରିବା ସହ ମାହେଶ୍ଵରୀ ସଂଗଠନ ତାର କାୟା ପ୍ରତି ପଞ୍ଚାୟତ ରେ ବିସ୍ତାର କରିବାରେ ଲାଗିଛି । ଏହି ଅନୁଷ୍ଠାନ ର ଆହ୍ବାନ କ୍ରମେ ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଳା ଗ୍ରାମ ପଞ୍ଚାୟତ, ମାହେଶ୍ଵରୀ ସଂଗଠନ ସହ […]Continue Reading
National News Sports News
NEW DELHI,JULY 31 : The highly anticipated India-Pakistan group clash in the upcoming ODI World Cup is set to be rescheduled to October 14, a day earlier than originally planned. Further adjustments to the World Cup schedule are anticipated, and the official announcement regarding these changes is expected to be made on July 31. Last […]Continue Reading
Odisha News
ରାୟଗଡ଼ା,୩୧/୭: ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ ଛାତ। ଆଜି ସକାଳେ ଘଟିଥିବା ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଚିଛି ଏହି ଅଘଟଣ। ଏହି ଅଘଟଣ ଯୋଗୁ ଆହୁରି କିଛି ଲୋକ ଆହତ ହୋଇଥିବା ଜଣାଯାଇଛି।କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି। ଏହାପରେ ଲଗାଣ ବର୍ଷା ଆରମ୍ଭ […]Continue Reading
Odisha News
ଭୁବନେଶ୍ବର,୩୧/୭: ବେକାବୁ ଡେଙ୍ଗୁକୁ କାବୁ କରିବାକୁ ବିଏମ୍ସି ଯତ୍ପରୋନାସ୍ତି ଉଦ୍ୟମ କରୁଥିବା କହୁଛି। ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ’ ଚାଲିଥିବା ବେଳେ କମିସନରଙ୍କ ମାନସପୁତ୍ର କୁହାଯାଉଥିବା ‘ଘର ଘର ଅଭିଯାନ’କୁ ଗୁରୁତ୍ବର ସହ ମନିଟର କରାଯାଉଥିବା କୁହାଯାଉଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ‘ଆଗ୍ରେସିଭ୍ ଆୱାରନେସ୍’। ଅର୍ଥାତ୍ ପ୍ରତ୍ୟେକ ଲୋକ ପାଖରେ ଯେଭଳି ସେଚତନତାର ବାର୍ତ୍ତା ପହଞ୍ଚିବ, ସେନେଇ ଏହି କାର୍ଯ୍ୟକ୍ରମକୁ Continue Reading