Home Articles posted by odadmin (Page 1211)
Top Stories
By Sudam Patra Rairangpur/Balasore, Aug. 3: TP Northern Odisha Distribution Limited (TPNODL), a joint venture between Tata Power and the Odisha Government, inaugurated new Corporate Social Responsibility (CSR) initiatives for citizen welfare in Gorumahisani and Chadeipahadi area, Rairangpur, on July 31st. Esteemed dignitaries, including Saroj Kumar Dash OAS(S), Sub Continue Reading
Odisha News
କଟକ,୩/୮: ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ବଢୁଛି ବନ୍ୟାଜଳ ପ୍ରବାହ। କଟକ ମୁଣ୍ଡୁଳିଠାରେ ଜଳସ୍ତର ବଢ଼ୁଥିବାରୁ ମହାନଦୀ ସିଷ୍ଟମରେ ଛୋଟ ଧରଣର ବନ୍ୟା ସମ୍ଭାବନା ଥିବା ନେଇ ଅନୁମାନ କରାଯାଇଛି।ବନ୍ୟା ସ୍ଥିତି ମୁକାବିଲା ପାଇଁ ଆଜି ସକାଳୁ SRCଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉକ୍ତ ବୈଠକରେ ଉପସ୍ଥିତ ଅଛନ୍ତି । ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।କଟକ ମହାନଦୀ ମୁଣ୍ଡଳିଠାରେ ଆଜି Continue Reading
Top Stories
By Prabhat Kumar Singh Bhubaneswar, Aug. 2: Ms Shaifalika Panda, Chief of CSR-IMFA, Trustee & Founder CEO-BIPF, was felicitated for her leadership as Convenor of G20 EMPOWER working group on mentorship by Dr Rajashree Birla, Chairperson of FICCI Aditya Birla CSR Centre for Excellence and Dr Sangita Reddy, G20 Empower Chair, prior to the G20 […]Continue Reading
Odisha News
ଢେଙ୍କାନାଳ,୨/୮ : ବର୍ଷାରେ କାର୍ ଚଲା ଶିଖୁଥିଲେ। ଅସାବଧାନତା ଯୋଗୁ କାର୍ଟି କେନାଲ ଭିତରେ ପଶି ଯାଇଥିଲା। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ କାର୍ ଭିତରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଣି ଭିତାରୁ କାର୍କୁ ଉଦ୍ଧାର କରାଯାଇପାରିନି।ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଜ୍ୟୋତିରଞ୍ଜନ ବେହେରା କାର୍ ଚଳା ଶିଖୁଥିଲେ। କାର୍ଟି ଭାରସାମ୍ୟ ହରାଇ Continue Reading
Odisha News
ଭୁବନେଶ୍ୱର,୨/୮: ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଯୋଜନାରେ ଆଉ ୫୦ ବର୍ଗ ସାମିଲ। ଏହି ବର୍ଗରେ ଆପଣ ଆସୁଥିଲେ କିମ୍ୱା କେହିବି ଆସୁଥିଲେ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ ଏବଂ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କା ପାଇ ପାରିବେ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଆଜି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ପୂର୍ବ ନିଷ୍ପତ୍ତି ସହ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଓଡିଶା Continue Reading
Odisha News
ଭୁବନେଶ୍ୱର,୨/୮: ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ କରିବା ମନା।ସର୍ତ୍ତ ମୁତାବକ ଅର୍ଚ୍ଚନାଙ୍କ ନାଁରେ ଦାୟର ମୋଟ ୩ଟି ମାମଲାରୁ ଏହାକୁ ମିଶାଇ ୨ଟିରେ ଜାମିନ ମିଳିଛି। ଗୋଟିଏ ମାମଲା ବିଚାରଧୀନ ଥିବାରୁ ଏବେବି ଜେଲ୍ରୁ ମୁକୁଳି ପାରିବେନି ଅର୍ଚ୍ଚନା।ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨/୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି ।ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନ ରେ ୫୯ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବରଗଛ ଉପୁଡି ପଡିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ସହ ବିଦ୍ୟୁତ ସେବା […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ଗଜପତି,୨/୮: ଗଜପତି ଜିଲ୍ଲାରେ “ପିଏମ୍- କେଭିୱାଇ” ତଥା “ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା” କାର୍ଯ୍ୟ କ୍ରମ ବେଶ ସଫଳତାର ଆଗେଇ ଚାଲିଛି ।ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ହେଉଛି , ଭାରତ ସରକାରଙ୍କ ଦକ୍ଷତାର ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରାଳୟର ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା । ଏହି ଯୋଜନାର ମୁଖ୍ୟ ଆଭିମୁଖ୍ୟ ହେଉଛି ଯେ , ବହୁ ସଂଖ୍ୟକ ବେ-ରୋଜଗାର ଶିକ୍ଷିତ ଯୁବପିଢ଼ିଙ୍କୁ ଶିଳ୍ପଭିତ୍ତିକ Continue Reading