ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୫/୮ : ନାରୀ ସଶକ୍ତିକରଣକୁ ଆଗକୁ ନେବାପାଇଁ ଦାନଗଦି ବ୍ଲକ ସ୍ଵୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ କଲେ ମିଶନ ଶକ୍ତି ର ପରାମର୍ଶ ଦାତା ଲୋପାମୁଦ୍ରା ବକ୍ସିପାତ୍ର।ତାଙ୍କର ଏହି ଗ୍ରସ୍ଥ ସମୟରେ ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ଉପାଧକ୍ଷ ଅଜୟ କୁମାର ବିନ୍ଧାଣୀ ଉପସ୍ଥିତ ଥିଲେ। ପରେ ବିଭିନ୍ନ ମହିଳା ସଙ୍ଗଠନ ର ସଭ୍ୟା ମାନଙ୍କ ସହ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦାନଗଦି ବ୍ଲକ ର ମହିଳା Continue Reading
ମୁମ୍ବାଇ,୫/୮: ୮୭ ବର୍ଷରେ ବି କମିନି ହିମ୍ୟାନ ଧର୍ମେନ୍ଦ୍ରଙ୍କ କ୍ରେଜ । ଏବେବି ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଜମୁଛି ଭିଡ଼ । ଗତ ୨୯ ତାରିଖରେ ରିଲିଜ ହୋଇଥିବା ‘ରକି ଓ ରାନୀଙ୍କ ପ୍ରେମ କାହାଣୀ’ ଫିଲ୍ମରେ ସବୁ ଲାଇମ୍ଲାଇଟ୍ ସାଉଁଟି ନେଇଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍ ହିରୋ ଧର୍ମେନ୍ଦ୍ର। ଏହି ଫିଲ୍ମରେ ଶବାନା ଆଜମୀଙ୍କ ସହ ଧର୍ମେନ୍ଦ୍ରଙ୍କ ଲିପ୍ଲକ୍ କିସିଂ ସିନ୍ ଥିବା ବେଳେ ଏହାକୁ ନେଇ ଥମୁନି ଚର୍ଚ୍ଚା।ଏନେଇ ଫିଲ୍ମ ପ୍ରମୋସନ ବେଳେ ଧର୍ମେନ୍ଦ୍ରଙ୍କୁ […]Continue Reading
ଭୁବନେଶ୍ବର,୫/୮: କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଅମିତ ଶାହ ଶନିବାର ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ କର୍ମୀଙ୍କୁ କହିଛନ୍ତି, ମନରୁ ଦ୍ଵନ୍ଦ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରୁହ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଛି, ସେହି ଅନୁଯାୟୀ କାମ କର। କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ପଦକ୍ଷେପ Continue Reading
ଫୁଲବାଣୀ,୫/୮: କନ୍ଧମାଳ ଜିଲ୍ଲାରେ ପୁଲିସ ଉପରେ ଜନତା ଆକ୍ରୋଶ ଦେଖାଯାଇଛନ୍ତି। ଫୁଲବାଣୀ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ଥାନାରେ ନିସ୍ତୁକ ପିଟିଛନ୍ତି। ସେହିପରି ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଲୋକଙ୍କର ଆକ୍ରମଣର ଶିକାର ହୋଇଛନ୍ତି।ନିକଟରେ ଜବତ ହୋଇଥିବା ଗଞ୍ଜେଇକୁ ଏହି ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ଣରେ ଥାନାରେ ନିଆଁ ଲଗାଇଦେଇଛନ୍ତି। ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧିନରେ ଯେତେ Continue Reading
ଜଗତସିଂହପୁର,୫/୮: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଝାରସୁଗୁଡ଼ା (ଅର୍ବାନ) ସିଡିପିଓ ସରୋଜିନୀ ଏକ୍କା। ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।ସିଡିପିଓ ସରୋଜିନୀ ଏକ୍କାଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି। ସରୋଜିନୀ ଏକ୍କା ଆୟ ବହିର୍ଭୂତ Continue Reading
KOTA,AUG 5: A 17-year-old JEE aspirant allegedly took his life in his hostel room here, the second case of suspected suicide in 48 hours by students taking classes at this coaching hub, police said on Saturday. According to the police, Bhargav Mishra’s body was found hanging from the ceiling fan of his paying guest room […]Continue Reading
NEW DELHI,AUG 5 : Former Pakistan Prime Minister Imran Khan has been convicted and handed a three-year sentence in the Toshakhana corruption case on Saturday. The Chairman of the Pakistan Tehreek-e-Insaf (PTI) was found guilty by a district court which also fined him PKR 1 Lakh. “Judge Humayun Dilawar announced that involvement in corrupt practices […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୫/୮:ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତୁଳସୀପାଡୁ ଗ୍ରାମ ଠାରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତଲକଇଠା ସ୍ଵାସ୍ଥ୍ୟ ଉପକେନ୍ଦ୍ର ସହଯୋଗରେ ଗର୍ଭବତୀ ଓ ପ୍ରସୂତୀ ମାଆ ମାନଙ୍କୁ ନେଇ ସଚେତନତା ସଭା , ବିଭିନ୍ନ ସ୍ଵାସ୍ଥ୍ୟଗତ ପରୀକ୍ଷା , ପୋଷଣ ଖାଦ୍ୟ ପ୍ରଦର୍ଶନ ପ୍ରଭୃତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟତଃ ସ୍ତନ୍ୟପାନର ଉପକାରିତା , Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୫/୮: ଜିଲ୍ଲା ପ୍ରେସ କ୍ଲବର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନିୟ ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୫ମ ଆଇଆରବି ବାଟାଲିଆନ ଯବାନ, ରକ୍ତଦାତା ପ୍ରବର୍ତ୍ତକ ସଂଘ, ଯୁବ ରେଡକ୍ରସ, ଗଣ ମାଧ୍ୟମ ପ୍ରତିନିଧିମାନେ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ Continue Reading
ଶ୍ରୀନଗର,୫/୮ : ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ନିରାପତ୍ତା ବଳ ଦକ୍ଷିଣ କଶ୍ମୀରର କୁଲ୍ଗାମ୍ ଜିଲ୍ଲା ଅନ୍ତର୍ଗତ ହାଲାନ୍ ଅରଣ୍ୟାଞ୍ଚଳ ଉପର ପ୍ରାନ୍ତରେ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ।କିନ୍ତୁ, ସେଠାରେ ଥିବା Continue Reading




