Home Articles posted by odadmin (Page 120)
Top Stories
By Dalim Phukan Guwahati/Assam, Feb 20: Priyanka Gandhi, Member of Parliament from Wayanad and Chairperson of the Congress Screening Committee for the upcoming Assam Assembly elections, yesterday released a chargesheet against the government led by Himanta Biswa Sarma. The chargesheet has been prepared on the basis of complaints and grievances raised by the people of […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୨ : ଗୁରୁବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ପୋଲିସ୍ ଦ୍ବାରା କାଲେଶ୍ବର୍ ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବୌଦ୍ଧ ପୋଲିସ୍ ପକ୍ଷରୁ କାଲେଶ୍ବର୍ ଗ୍ରାମ ନିକଟରେ ଚଢାଉ କରା ଯାଇଥିଲା । ସେହି ସ୍ଥାନରୁ ୧୨୫ କେଜି ଗଞ୍ଜେଇ ଜବତ କରି ବାବୁଲି ମଲ୍ଲିକ ନାମକ ଜନୈକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୦/୨ : ଖୋରଧା ବନଖଣ୍ଡରେ ହାତୀ ପଲଙ୍କୁ ଜଗିବ ଆର୍ଟିଫେସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା ଯୁକ୍ତ ଟାୱାର (ଏଆଇ ଟାୱାର)। ବିଶେଷ କରି ରେଳ ଧାରଣାରେ ଏମାନଙ୍କ ଚଳାଚଳ କେମିତି ତାହା ଉପରେ ନଜର ରଖିବ ଏଆଇ କ୍ୟାମେରା । ସେଥିପାଇଁ ଖୋରଧା ବନଖଣ୍ଡରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।ଖୋରଧା ବନଖଣ୍ଡ ଅଧୀନସ୍ଥ ଜଟଣୀ ଅରଗୁଳୁଠାରୁ ଗଙ୍ଗାଧରପୁର ଯାଏଁ ଲମ୍ବିଥିବା ରେଳଧାରଣା ଉପରେ ହାତୀଙ୍କ ଚଳାଚଳ ଉପରେ ନଜର ଦେବା ପାଇଁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରୁତୁଙ୍ଗିଆ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ, ମୁଖ୍ୟବକ୍ତା ଭାବେ ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୧୯/୨ : ଜଟଣୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ଦଖଲ କରୁଛନ୍ତି ସରକାରୀ ଅଧିକାରୀ । ଗେଟ ଆଗରେ ରହୁଛି ବିଡ଼ିଓଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କ ଦୁଇ ଚକିଆ ଓ ଚାରି ଚକିଆ ଗାଡି । ସାଧାରଣ ଲୋକମାନେ ଅଫିସ ଭିତରକୁ ଯିବାକୁ ବହୁ ଅସୁବିଧା ଭୋଗୁଛନ୍ତି । ଯେଉଁଥିପାଇଁ ଆଜି ଓଡିଶା ସୂଚନା ଅଧିକାର ଅଭିଯାନର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୨ : ବୌଦ୍ଧ ବ୍ଲକ ଟିକରପଡା ପଂଚାୟତ ଇଚ୍ଛାପୁର ଗ୍ରାମରେ ସକାଳ ୧୦ ଟାରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।ଅଗ୍ନିକାଣ୍ଡ କାରଣ ଜଣାପଡି ନଥିବା ବେଳେ କୌଣସି କାରଣ ବଶତଃ ଇଚ୍ଛାପୁର ଗ୍ରାମର ସୁରେନ୍ଦ୍ର ଦୀପଙ୍କ ୨ ବଖରା, ପାଞ୍ଚାଳୀ ବେହେରାଙ୍କ ୨ ବଖରା ଓ ସାଇନ୍ତି ଦୀପଙ୍କ ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।ନିଆଟି ଏତେ ପ୍ରଖର ଥିଲାଯେ […]Continue Reading
Odisha News
ବାଲେଶ୍ୱର, ୧୯/୨ : ଏକ ପଥର ବୋଝେଇ ଟ୍ରକ୍ ମାଲିକଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଦାବି କରି ଭିଜିଲାନ୍ସ ଜାଲରେ ଫସିଗଲେ ତହସିଲଦାର। ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର‌୍ୟ୍ୟାନୁଷ୍ଠାନ ସ୍ୱରୂପ ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି।ସୂଚନା ମୁତାବିକ, (ଆଜି) ଗୁରୁବାର ଅପରାହ୍ନରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଏବଂ ତାଙ୍କ ସହଯୋଗୀ ଦୟାନିଧି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୨ : ଗଜପତି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା। ଜିଲ୍ଲାରେ ଚଳିତ ବର୍ଷ ୪୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୮ହଜାର ୪୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେଥିମଧ୍ୟରୁ ଜିଲ୍ଲାରେ ଥିବା ଏହି ୪୦ ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷର ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷାର୍ଥୀ ଭାବେ ୮ ହଜାର ୧୧୬ ଜଣ ଛାତ୍ରଛାତ୍ରୀ ରେଗୁଲାର ଏବଂ ୧୮ ଜଣ ଏକ୍ସରେଗୁଲାର ପରୀକ୍ଷା ଦେଉଥିବା […]Continue Reading
Odisha News
କଟକ, ୧୯/୨ : ସୁଗମ ଏବଂ ସ୍ୱଚ୍ଛ ପରିଚାଳନା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (HSC)୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ।ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ଥିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ Continue Reading