Home Articles posted by odadmin (Page 1199)
Odisha News
ବଲାଙ୍ଗିର,୧୦/୮ : ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି ଆଉ ଜଣେ ଶିକ୍ଷୟିତ୍ରୀ। ତାଙ୍କ ନାଁ ମୃଣ୍ମୟୀ ପଣ୍ତା। ସେ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ରଣ୍ଡା ହାଇସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେକାର୍ଯ୍ୟ କରୁଥିଲେ।ମୃଣ୍ମୟୀ ୨୦୧୩ ମସିହାରେ ଚୁକ୍ତିଭିତ୍ତିକ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ରେ ସେ ରେଗୁଲାର ହୋଇଥିଲେ। ତେବେ ସେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ନେଇ ଜିଲ୍ଲା ଶିକ୍ଷା Continue Reading
Odisha News
ନୂଆଦିଲ୍ଲୀ,୧୦/୮:ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।ଲୋକସଭାରେ ବିରୋଧୀଙ୍କ ଅନାସ୍ଥା Continue Reading
Business News Top Stories
By Pravat Singh • Aims to build a world-class manufacturing facility in India • Aluminium usage enhances speed and payload, and reduces CO2 emissions • Aligns with Railway’s net-zero objectives Bhubaneswar, Aug 10  : Hindalco Industries Ltd., the world’s largest aluminium rolling and recycling company, and Texmaco Rail & Engineering Ltd. a specialized engineering Continue Reading
Odisha News
ରାୟଗଡ଼ା,୧୦/୮ : ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ତପସ୍ୱିନୀ ଏକ୍ସପ୍ରେସ୍। ଲୋକୋ ପାଇଲଟ୍ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ବେଆଇନ୍ ଭାବେ ଟ୍ରାକ୍ ଅତିକ୍ରମ କରୁଥିବା ମୋ’ ପରିବାର ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା ଟ୍ରେନ୍। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକରେ ଘଟିଛି।ଓଡ଼ିଶା ମୋ’ ପରିବାର ଆମ୍ବୁଲାନ୍ସ କଲ୍ୟାଣସିଂହପୁରରୁ ରୋଗୀ ଧରି ବିଷମକଟକ ହସ୍ପିଟାଲ୍ ଯାଇଥିଲା। ସେଠାରେ ରୋଗୀ ଛାଡ଼ି Continue Reading
Odisha News
ଭୁବନେଶ୍ୱର,୧୦/୮ : ଆସନ୍ତା ଅଗଷ୍ଟ ୧୫ତାରିଖରେ ଭୁବନେଶ୍ୱରରେ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିଭାଦନ ଗ୍ରହଣ କରିବେ । ସେହିପରି ରାଜ୍ୟର ୨୦ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ, ରାଉରକେଲା ଓ ବ୍ରହ୍ମପୁରରେ ୨ଜଣ ଆରଡିସି ଏବଂ ୧୦ଟି ଜିଲ୍ଲାରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ସଂଗ୍ରାମ ସମାରୋହରେ ପରେଡ୍ ଅଭିବାଦନ ଗ୍ରହଣ କରିବେ ।ଆଜି ରାଜ୍ୟ ଗୃହ ବିଭାଗ Continue Reading
Bollywood
ନୂଆଦିଲ୍ଲୀ,୧୦/୮: ଦୀର୍ଘଦିନ ପରେ ପରଦାକୁ ଫେରିଛନ୍ତି ରଜନୀକାନ୍ତ। ଆଜି ତାଙ୍କ ଅଭିନୀତ ସିନେମା ଜେଲର୍ ରିଲିଜ୍ ହୋଇଛି। ବିଶ୍ୱବ୍ୟାପୀ ରିଲିଜ୍ ହୋଇଥିବା ଏହି ସିନେମାକୁ ମିଳିଛି ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ।୭୨ ବର୍ଷୀୟ ରଜନୀକାନ୍ତଙ୍କ ସିନେମା ଦେଖିବାକୁ ଏବେ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। କେବଳ ଯେ ଦେଶ କାହିଁକି, ସିନେମା ଦେଖିବା ପାଇଁ ବିଦେଶରୁ ମଧ୍ୟ ତେର ନଈ ସାତ ଦରିଆ ଡେଇଁ ଆସିଛନ୍ତି ରଜନୀକାନ୍ତଙ୍କ ଫ୍ୟାନ୍ସ।ଜାପାନର Continue Reading
Odisha News
ଭୁବନେଶ୍ୱର,୧୦/୮: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର‌୍ୟ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜୀଙ୍କ ରିପୋର୍ଟ ବଲାଙ୍ଗୀର, ୧୦ ।୮/୨୦୩:, ମନରେ କୌଣସି ଅଭିପ୍ରାୟ ଏବଂ ଆଶା ନରଖି ମାନବ ସେବାରେ ନିଜକୁ ବ୍ରତୀ କରିଥିବା ଏକ ଅଗ୍ରଣୀ ଅନୁଷ୍ଠାନ ମାହେଶ୍ଵରୀ। ମା ମାହେଶ୍ଵରୀଙ୍କ ନାମରେ ନାମିତ ଥିବା ଏହି ଅନୁଷ୍ଠାନ ଅସହାୟ ଲୋକଙ୍କ ପାଇଁ ମା ସଦୃଶ। ପ୍ରତି ପଞ୍ଚାୟତରେ ମାହେଶ୍ଵରୀ ଅନୁଷ୍ଠାନ ତାର ଅଭିଯାନ ଜାରି ରଖିଛି। ପଞ୍ଚାୟତ ଅଭିଯାନ କରିବାର ତାତ୍ପର୍ଯ୍ୟ ସଭିଏଁ ସେବା ମନୋଭାବ ରଖି ଗରିବ,ନିରୀହ,ଅସହାୟ ଲୋକଙ୍କ ସେବାରେ ନିଜକୁ Continue Reading