NEW DELHI,AUG 12: An 18-year-old first-year student of Jadavpur University, Swapnodeep Kundu, who lost his life after falling from the second floor of a hostel building, repeatedly said “I am not gay” before his death. According to police sources, before the fatal fall, Kundu had reportedly uttered the words, “I am not gay,” to his […]Continue Reading
ଚିପିଲିମା,୧୨/୮: ସମ୍ବଲପୁର ଜିଲ୍ଲା ଗୋଶାଳା ଜବାହର ନବୋଦୟ ସ୍କୁଲର ୯୩ ଜଣ ଛାତ୍ରଛାତ୍ରୀ ଶୁକ୍ରବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କ ଝାଡ଼ାବାନ୍ତି ହୋଇଥିଲା।ଏହା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ସିଡିଏମ୍ଓଙ୍କୁ ଜଣାଇଥିଲେ। ସିଡିଏମ୍ଓଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚି ଥିଲେ। ତେବେ ସେତେବେଳକୁ ୯୩ ଜଣ Continue Reading
ନୂଆଦିଲ୍ଲୀ,୧୨/୮: ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଏହି ନିଆଁ କବଳରେ ପଡ଼ି ଏଯାଏ ଗଲାଣି ୬୭ ଜୀବନ । ଆଖି ପିଛୁଳାକେ ନିଆଁ ବ୍ୟାପୁଥିବାରୁ ହଜାର ହଜାର ଲୋକ ବେଘର ହୋଇ ସାରିଲେଣି। ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି।ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ୍ ମାରିଛି। ନିଆଁ ଦ୍ୱାରା କବଳିତ ହୋଇ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୧୧/୮ : ବୌଦ୍ଧଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ତିନି ଦଫା ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।ସୂଚନା ମତେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ପ୍ରଥା ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ଵାରା ଏକ ମାମଲାରେ ବିଚାରଧୀନ ଜଣେ ନାବାଳକ ଦଣ୍ଡିତ ହୋଇଥିବା ଜଣାଯାଇଛି ।ଆଜି କିଶୋର ନ୍ୟାୟ ପରିଷଦ ଗଜପତି , ଜଣେ ବିଚାରଧୀନ ନାବାଳକକୁ ଏକ ହତ୍ୟା ମାମଲାର ବିଚାର କରି ପରିଷଦର ପ୍ରିନିସିପାଲ ମାଜିଷ୍ଟ୍ରେଟ ଶ୍ରୀ ସତ୍ୟବ୍ରତ ରଣା ଏବଂ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୨ବର୍ଷ ୩ ମାସ ଦୋଷ ଦଣ୍ଡ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୧୧/୮: ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ସ୍ତରରେ୍ ମଧ୍ୟ ଏହା ଦେଖିବାକୁ ମିଳିଛି। ସେଥି ପାଇଁ ଜିଲ୍ଲାରେ ଥିବା ତିନି ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ରହିଥିବା ଅଫିସର ମାନଙ୍କ ତାଲିକା ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ଛନକା ପଶିଯାଇଛି।ବାଲିଗୁଡ଼ା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ପ୍ରଥମେ ତହସିଲଦାର ଭାବେ ଦୁଇ ବର୍ଷରୁ ଅଧିକ Continue Reading
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର,୧୧/୮: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୫ନଂ ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେଲେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଚକ୍ରଧର ବେହେରା। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ମହେଶ୍ବର ତରାଇଙ୍କୁ ୧୦ହଜାର ୧୯୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ୧୬ ହଜାର ୬୩୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬ ହଜାର Continue Reading
By Mahendra Darjee Bolangir. 11: Three teachers, who grabbed jobs by allegedly furnishing fake certificates of their educational qualifications in Odisha’s Bolangir, are on the run fearing their arrest. The development happened following the arrest of a Hindi teacher identified as Minamayee Panda who was working at Randa High School in the district for the […]Continue Reading
By Khetrabasi Mahakud Keonjhar, Aug. 11: An Odia jawan serving in Central Reserve Police Force (CRPF) was killed in an attack by the Maoist rebels in Jharkhand on Friday. The deceased Odia jawan was identified as Sushant Khuntia, a resident of Anandapur in Odisha’s Keonjhar district. As per reports, an encounter broke out between security […]Continue Reading
By Payal Banarjee Bhubaneswar,11 August: Ollywood cinestar and noted social activist Sabyasachi Mishra graced the second edition of CSM Synapse (Synapse 2.0), the biggest school quiz of the town staged by city-based IT multinational CSM Tech. The reigning heartthrob of Odia film industry ramped up the glam quotient with his formidable starry presence, enthusing the […]Continue Reading




