Home Articles posted by odadmin (Page 1194)
National News
NEW DELHI,AUG 14 : Prime Minister Narendra Modi will lead the country in celebrating the 77th Independence Day from the iconic Red Fort in Delhi on Tuesday. As part of the celebrations, around 1,800 people from different vocations, with their spouses, were invited as special guests. These special guests include over 400 sarpanches of more […]Continue Reading
Odisha News
ମୟୂରଭଞ୍ଜ,୧୪/୮ : ଘରେ କେହି ନଥିଲେ। ଏହା ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଦେଲେ ଡକାୟତ। ଟଙ୍କା ଓ ସୁନାକୁ ମିଶାଇ୧୭ ଲକ୍ଷ ଟଙ୍କା ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇଭୋଳ ବଜାର ଅଞ୍ଚଳରେ।ଚଢେଇଭୋଳ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତି ଗତକାଲି ନିଜ ପରିବାର ସହ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ଚୋରମାନେ ଦିନ ଦ୍ୱିପହରେ ତାଙ୍କ ଘରେ ପଶିଥିଲେ। […]Continue Reading
National News
NEW DELHI,AUG 13: The United Kingdom has no intention of becoming a place where those seeking to evade justice can hide, British Security Minister Tom Tugendhat said, amid India’s continuing push for the extradition of billionaire fugitives Vijay Mallya and Nirav Modi. Tugendhat, without citing specific cases, said legal processes must be adhered to in […]Continue Reading
Odisha News
କଟକ,୧୩/୮: ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ନେଇଛି। ସ୍ତ୍ରୀଙ୍କ ସାମ୍ନାରେ ୯ ମାସର ଶିଶୁକନ୍ୟାକୁ ଧରି ସ୍ବାମୀ ନଦୀକୁ ଡେଇଁଛନ୍ତି। ଖୁସିର ବିଷୟ ଯେ, ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ବେଳେ ଶିଶୁର ବାପା ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଅଛନ୍ତି। ଦମକଳ ବାହିନୀ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି। କଟକ ସଦର ଥାନା ଅଞ୍ଚଳ ଦେଇ ପ୍ରବାହିତ ସିଡୁଆ ନଦୀରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।ସୂଚନା […]Continue Reading
Odisha News
ଭୁବନେଶ୍ୱର,୧୩/୮: ରାଜଧାନୀରେ ଶନିବାର ୮ଟି ଡ୍ୟାନ୍ସ ବାର ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ। ଡ୍ୟାନ୍ସ ବାରଗୁଡ଼ିକ ସମସ୍ତ ନିୟମ ମାନୁଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ଚଢ଼ାଉ କରାଯାଇଥିଲା ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ।ସେ କହିଛନ୍ତି, ଚଢ଼ାଉ ବେଳେ ଡ୍ୟାନ୍ସ ବାରରେ ନିୟୋଜିତ ଝିଅ ମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଇଥିଲା। ସେମାନଙ୍କ ବୟସ ଜାଣିବା ପାଇଁ ଆଧାର କାର୍ଡ ଯାଞ୍ଚ କରାଯାଇଥିଲା। ସେହିପରି ବାର Continue Reading
Odisha News
ଅନୁଗୋଳ,୧୩/୮ : ପୁଅ ସ୍କୁଲ ଗଲା ନାହିଁ ବୋଲି ବାପା ଦେଲା ଚେଙ୍କ। ଏହି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରୁ। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି।ଗତ କିଛି ଦିନ ତଳେ ଏହି ଘଟଣା ଘଟିଥିଲା। ଚେଙ୍କ ଖାଇଥିବା ୧୨ ବର୍ଷୀୟ ନାବାଳକଙ୍କ ଅବସ୍ଥା ଗୁରୁତର ହେବା ପରେ କଥା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ […]Continue Reading
Odisha News
ଭୁବନେଶ୍ବର,୧୩/୮: ଓଡ଼ିଶାରେ ବିଜେଡି ସହ ମେଣ୍ଟ ହେବ ନାହିଁ ବୋଲି ଆଜି ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ଭୁବନେଶ୍ବରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ମୋତେ ଲାଗୁଛି ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ। ଏବେ ନାହିଁ କି ଆଗକୁ ବି ମେଣ୍ଟ ହେବନି ବୋଲି ଲାଗୁଛି। ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ଼ ଅଛି। ଏହି କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟନୟାଗଡ଼,୧୨/୮: ନୟାଗଡ଼ ଜିଲ୍ଲାର ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ପଶ୍ଚିମ ପଟେ ରାତି ବାରଟା ସମୟରେ ହାଇୱ। ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଭାପୁର-ଖଣ୍ଡପଡ଼ାକୁ ସଂଯୋଗ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି।ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଭାପୁର ଫାଣ୍ଡି ଅଧିକାରୀ ଏମଡି ଜାଫରୁଲ୍ଲା ଫତେଗଡ଼ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା Continue Reading