ସମ୍ବଲପୁର,୧୬/୮: ନିଜ ପ୍ରେମ ପାଇଁ ଦୁଇ ଛୁଆଙ୍କୁ ପର କରି ଦେଇଥିଲା ମା’। ସ୍ୱାମୀ ସହ କାଟିଥିବା ୮ବର୍ଷର ସମ୍ପର୍କକୁ ଭୁଲି ଯାଇ ପ୍ରେମିକ ସହ ପଳାଇଥିଲେ । ଏନେଇ ପ୍ରତିଶୋଧ ନିଆଁରେ ଜଳୁଥିଲେ ସ୍ୱାମୀ। ସ୍ତ୍ରୀର ପ୍ରେମିକକୁ ବାଟରୁ ହଟାଇ ଦେବାକୁ ସୁଯୋଗ ଖୋଜୁଥିଲେ। ଗତକାଲି ସୁଯୋଗ ପାଇ ସ୍ତ୍ରୀର ପ୍ରେମିକକୁ ଗୁଳି କରିଛି ସ୍ୱାମୀ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡନୂଆପଡା ର କ୍ଷେତିନାଳି ଗାଁରେ।ଆହତ ବ୍ୟକ୍ତି ଜଣଙ୍କ ହେଲେ ଟେମ୍ପୁ […]Continue Reading
ଯାଜପୁର,୧୬/୮ : ମହିଳାଙ୍କୁ ଟାଣିନେଇ ଖାଇଦେଲା କୁମ୍ଭୀର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ। ମୃତ ମହିଳା ଜଣଙ୍କ ହେଲେ ଅନାମ ଚରଣ ଜେନାଙ୍କ ପତ୍ନୀ ଜୋସ୍ନା ଜେନା।ଆଜି ସକାଳେ ଜୋସ୍ନା ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣିନେଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଜୋସ୍ନାଙ୍କ ଖୋଜାଖୋଜି […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୭୭ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୮: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକ ପୁର ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ତଥା ପର୍ଶୁରାମ ଗୁରୁକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କେନ୍ଦ୍ର ସରକାରଙ୍କ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର Continue Reading
BY AKSHYA ROUT JAJPUR,AUG 16 : Well-known Sambhav social Organization celebrate 77th Independence Day was celebrated on Tuesday at Jaraka In Jajpur district On Tuesday.On This Occasion Chief guest Social Worker Writer Taraprasad Mishra hoisting the national flag and first paid tribute to the patriotic and self-sacrificing warriors. Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୮:ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ମାତା ଶକୁନ୍ତଳା ପଣ୍ଡା(୮୫)ଙ୍କ କେଉଟ ସାହି ସ୍ଥିତ ତାଙ୍କ ନିଜସ୍ଵ ବାସ ଗୃହ ଠାରେ ଗତକାଲି ରାତ୍ର ୭ଘଣ୍ଟା ସମୟରେ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳେ ତାଙ୍କ ନିକଟରେ ତାଙ୍କର ପୁଅ , ବଉ , ଝିଅ , ଜ୍ବାଇଁ , ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ ।ସ୍ବର୍ଗତା ଶଳୁନ୍ତଳା ଜଣେ ଧର୍ମ ପରାୟଣ ଓ ମେଳାପି […]Continue Reading
The campaign encourages people to introspect and share what freedom signifies to them By Pramod Sahukar New Delhi, Aug. 15: Vedanta Aluminium, India’s largest producer of aluminium, is launching a multi-channel campaign called ‘#AzadiKaAsliMatlab’ (The True Meaning of Freedom), on the occasion of India’s Independence Day 2023. The campaign pivots around a visually striking Continue Reading
The National Institute has received 162 dead bodies in two phases For the first time any Govt. Health Care Facility preserves 162 bodies More than 150 Docs, SRs, Paramedic and Staffs were engaged in the process By Prabhat Kumar Singh Bhubaneswar, Aug. 14: In a remarkable display of commitment, dedication, and untiring effort, AIIMS Bhubaneswar […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୮: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକ ପୁର ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ତଥା ପର୍ଶୁରାମ ଗୁରୁକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କେନ୍ଦ୍ର ସରକାରଙ୍କ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୮:ବୌଦ୍ଧ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି। ବୌଦ୍ଧ ସଙ୍କୁଳ ଅନ୍ତର୍ଗତ ୮ ଟି ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଏଥିରେ ଯୋଗ ଦେଇ ଥିଲେ । ଏହି ଉତ୍ସବ ରେ ମୁଖ୍ୟ ଅତିଥି ବିଶିଷ୍ଠ ଶିକ୍ଷାବିତ ଧ୍ରୁବ ଚରଣ ଘିବେଲା ଯୋଗ ଦେଇଥିଲା ।ଏହା ସହ ଏହି ସଭାରେ ସୁବର୍ଣ୍ଣପୁର ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି,ସଙ୍କୁଳ ପ୍ରମୁଖ ଦଶରଥ ମେହେର , ସମ୍ପାଦକ […]Continue Reading




