ନୂଆଦିଲ୍ଲୀ,୧୮/୮: ଆଥଲେଟ୍ ଦୁତି ଚାନ୍ଦ ୪ ବର୍ଷ ପାଇଁ ବାସନ୍ଦ। ଡୋପ୍ ଟେଷ୍ଟରେ ଫେଲ ମାରିବା ପରେ ଦୂତୀଙ୍କ ଉପରେ ଲାଗିଛି ୪ ବର୍ଷର ବ୍ୟାନ୍ । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି।ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ ଝଜଗଝ ଟେଷ୍ଟରେ ଫେଲ୍ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଘଇଊଇ ଦ୍ୱାରା ନିଷିଦ୍ଧ ଘୋଷିତ ଝଜଗଝ ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୭/୮: ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ କନ୍ଧମାଳ ଜିଲ୍ଲା ଡ୍ରାଇଭର ସଙ୍ଘର ବନ୍ଧୁମିଳନ ସହ ଏକ ଶୋଭାଯାତ୍ରା ଓ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି । ପ୍ରଥମେ କୋଟଗଡ ଶ୍ରୀଜଗନ୍ନାଥ ମନ୍ଦିରରୁ ଜିଲ୍ଲାର ବାର ଗୋଟି ବ୍ଲକ ରେ ଥିବା ସଂଘ ର କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଏକ ବିରାଟ ଶୋଭାଯାତ୍ରା ବାହାରି ସମଗ୍ର କୋଟଗଡ଼ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୮: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ବିଦ୍ୟାଳୟ ପକ୍ଷରୁ ଡକାଯାଇଥିବା ଅଭିଭାବକ ବୈଠକକୁ କେତେକ ଅଭିଭାବକ ନ ଆସିବାରୁ ସେମାନଙ୍କ ପିଲାଙ୍କୁ ବାହାରେ ବର୍ଷାରେ ଠିଆ କରାଯାଇଥିବା ଅଭିଯୋଗ ହୋଇଛି ।ଦଣ୍ଡ ମୁକ୍ତ ଅଂଚଳରେ ଅଭିଭାବକମାନଙ୍କ ପାଇଁ ପିଲାଙ୍କୁ ମିଳିଲା ଦଣ୍ଡ । ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ହେଲେ ଅଭିଯୋଗକୁ ବିଦ୍ୟାଳୟର ଅଧ୍ୟକ୍ଷା Continue Reading
BY AKSHYA ROUT Jajpur,Aug 17 : Around 200 feet long river embankment at Balarampur village under Dasarathpur block in Jajpur district caved on Thursday . Many locals alleged that the embankment in the river Baitarani collapsed due to substandard work of the irrigation department. Many Continue Reading
କଟକ,୧୭/୮ : ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । କଟକରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ(ଆଇଜିଆର) ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚ୍ ଆଇଏଏସ୍ ଜ୍ୟୋତିପ୍ରକାଶ ଦାସଙ୍କ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ହେବେ । ସେ ଅତିରିକ୍ତ ଭାବେ ଏହି ନୂଆ ଦାୟିତ୍ୱ ତୁଲାଇବେ ।ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀଧନ ନିର୍ଦ୍ଦେଶକ ଭାବେ ବଦଳି Continue Reading
NEW DELHI,AUG 17: The BJP today announced the first list of candidates for Chhattisgarh and Madhya Pradesh for the assembly elections due later this year. The list was released even before the Election Commission announced dates for the polls in what is being viewed as a first for the party. The party named 21 candidates […]Continue Reading
Mumbai,Aug 17 : A 26-year-old man died after he was crushed between a moving train and the railway platform at Mumbai’s Sion station. The tragedy, caught on CCTV, happened around 9:15 pm on Sunday when Dinesh fell on the track after he was slapped by a man during an argument. CCTV shows that Dinesh, wearing […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୮: ହିଂସାରେ ପୀଡ଼ିତ ମହିଳା ଓ ବାଳିକା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଖୀ \”ୱାନ ଷ୍ଟପ ସେଣ୍ଟର(ଶକ୍ତି ସମ୍ବଳ) ନୂତନ କୋଠା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଭାଗରେ ଥିବା ଯକ୍ଷ୍ମା କେନ୍ଦ୍ର ପରିସରରେ ଉଦଘାଟିତ ହୋଇ ଯାଇଛି ।ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ କୋଠାକୁ ଉଦଘାଟନ କରିଥିଲେ ।ଏହି ସଖୀ ୱାନ Continue Reading
ଭୁବନେଶ୍ୱର,୧୭/୮ : ଉତ୍ତର-ପୂର୍ବ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଯୋଗୁ ରାଜ୍ୟରେ ଆଜି ସକାଳେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ପାଣିପାଗକେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଉତ୍ତର-ପୂର୍ବ, ପୂର୍ବକେନ୍ଦ୍ରୀୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୮: ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ, ବୌଦ୍ଧ ପରିସର ଠାରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ପାଳନ ଅବସରରେ ଓଡିଶା ମିଲେଟ ମିଶନ ଅନୁକୂଲ୍ୟରେ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ କରାଗଲା ।ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ପଞ୍ଚାୟତ ସମିତି ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଓଡ଼ିଆ ମିଲେଟ ମିଶନ ରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ସହ ଓଡିଶା ମିଲେଟ ମିଶନକୁ ସହଯୋଗ କରୁଥିବା ଏନଜିଓ ଉପସ୍ଥିତ Continue Reading




