ନୂଆଦିଲ୍ଲୀ,୧୯/୮: ବିଶ୍ୱର ଲୋକପ୍ରିୟ ତଥା ବ୍ୟବହାର ବହୁଳ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X(ପୂର୍ବରୁ ଜଣାଶୁଣା ଟ୍ୱିଟର)ରେ ଆସିବାକୁ ଯାଉଛି ଆଉ ଏକ ନୂଆ ଫିଚର୍। ଏହି ଫିଚର୍ ପୂର୍ବରୁ ଉପଲବ୍ଧ ଥିବା ଏକ ସୁବିଧାକୁ ହଟାଇ ଦେବ। X ମାଲିକ ଏଲନ ମସ୍କଙ୍କ ସୂଚନା ଅନୁସାରେ, ଆଗକକୁ ଟ୍ୱିଟରରୁ ବ୍ଲକିଂ ଫିଚର୍ ହଟିଯିବ। ଯାହା ଫଳରେ କୌଣସି ୟୁଜର୍ ଅନ୍ୟ ୟୁଜରଙ୍କୁ ବ୍ଲକ୍ କରିପାରିବେ ନାହିଁ।ବ୍ଲକିଂ ଫିଚର୍ ହଟାଇଲେ ମଧ୍ୟ ମସ୍କ ଆଉ ଏକ ସୁବିଧା ରଖିଛନ୍ତି। ଯଦି […]Continue Reading
MUMBAI,AUG 19: Veteran industrialist Ratan Tata was on Saturday conferred the first ever ‘Udyog Ratna’ award instituted by the Maharashtra government. The award was presented to the 85-year-old chairman emeritus of Tata Sons by Chief Minister Eknath Shinde and Deputy CMs Devendra Fadnavis and Ajit Pawar at the industrialist’s home in Colaba, south Mumbai. Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୮: ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଂଘର ଆହ୍ବାନ କ୍ରମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ୨ ଦଫା ମୁଖ୍ୟ ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ ଆଜିଠାରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା ସଂଘର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ନେତୃତ୍ୱରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୮: ଓଡ଼ିଶାର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ଓଡ଼ିଶାର ଚାଷୀ ମାନଙ୍କ ଆୟ – ସର୍ବ ଭାରତୀୟ ଚାଷୀ ମାନଙ୍କ ଅଧା:— ପ୍ରଦେଶକଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଯଦି ଓଡ଼ିଶାରେ କିଛି ପରିବର୍ତ୍ତନ ହୁଏ , ତା ହେଲେ ସେ ପରିବର୍ତ୍ତନ କେବଳ କଂଗ୍ରେସ ଦଳ ହିଁ ଆଣିପାରିବ । କଂଗ୍ରେସ ଦଳ ହିଁ ଓଡ଼ିଶାରେ କେବଳ ଏକମାତ୍ର ବିକଳ୍ପ । ଓଡ଼ିଶାରେ ବର୍ତ୍ତମାନ ଯେଉଁ ପ୍ରକାର ଦୁର୍ନୀତି […]Continue Reading
ସାକ୍ଷୀଗୋପାଳ,୧୯/୮: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଥିବାର ଖବର ମିଳିଛି। କେବଳ ୫ଟି ସଚିବ ନୁହେଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି ।ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ଼ ହୋଇଛି। କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇଛି। Continue Reading
ଭୁବନେଶ୍ୱର,୧୯/୮: ‘ମୁଁ କ୍ୟାନସରରେ ଆକ୍ରାନ୍ତ । ଲେଭଲ ୱାନ୍ କ୍ୟାନସରରେ ମୁଁ ପୀଡ଼ିତ ହୋଇଥିଲି। ସେହି ସମୟରେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ମେଡିସିନ୍ ଖାଉଥିଲି । ସେଥିରେ ଡୋପିଂ ଥିବା ଡାକ୍ତର କହି ନଥିଲେ’ । ଡୋପ୍ ଟେଷ୍ଟରେ ଫେଲ୍ ମାରିବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଥିବା ଦୂତୀ ଚାନ୍ଦ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏଥିସହ ନାଡା ପକ୍ଷରୁ ଲଗା ଯାଇଥିବା ବ୍ୟାନକୁ ହଟାଇବାକୁ ବି ଅପିଲ କରିଛନ୍ତି ।ଦୂତୀ ଚାନ୍ଦ ଗଣମାଧ୍ୟମକୁ […]Continue Reading
ଲଣ୍ଡନ୍,୧୯/୮: ୭ଜଣ ନବଜାତକଙ୍କୁ ହତ୍ୟା କରିଥିବା ଏବଂ ଆଉ ୬ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଇଂଲଣ୍ଡର୍ ‘ଚେଷ୍ଟର୍ ହସ୍ପିଟାଲ୍’ର ଜଣେ ନର୍ସ ଜଣେ ଭାରତୀୟ ବଂଶୋଦ୍ଭବ ଶିଶୁରୋଗ ବିଶେଷଜ୍ଞଙ୍କଦ୍ବାରା ଧରାପଡ଼ି ଶୁକ୍ରବାର ଦିନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ସେ ହସ୍ପିଟାଲ୍ରେ କାର୍ୟ୍ୟରତ ଡାକ୍ତର ରବି ଜୟରାମ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହକର୍ମୀ ନର୍ସ ଲୁସି ଲେଟ୍ବାଏଙ୍କ ଅପକର୍ମ ସଂକ୍ରାନ୍ତରେ ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇ Continue Reading
Bihar,Aug 19 : Bihar Police said it arrested four people accused of the murder of a journalist, who was shot dead at his residence during the early hours of Friday in the Araria district. The victim, identified as Vimal Yadav, was employed at Dainik Jagran. He was shot in the chest by four people who […]Continue Reading
ବାଲିଅନ୍ତା,୧୯/୮: ନିଶା ମାଫିଆଙ୍କ ଘରେ ଚଢ଼ଉ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଧଉଳି ଥାନା ଏସଆଇ ସନ୍ତୋଷ ବଳ। ଏଥିରେ ତାଙ୍କର ମୁଣ୍ଡ ଫାଟିଯାଇଥିବା ବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ତେବେ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଧଉଳି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।ସୂଚନା ଅନୁଯାୟୀ, ଶିଶୁପାଳଗଡ଼ ଗାଁରେ ନିୟମିତ ନିଶା କାରବାର ହେଉଥିବାର ସୂଚନା ପାଇ ବିଳମ୍ବିତ ରାତିରେ ଧଉଳି ଥାନା ଏସଆଇ ସନ୍ତୋଷ ବଳଙ୍କ Continue Reading
Parades, skits, dance performances held across Odisha locations By Prabhat Kumar Singh Bhubaneswar, Aug 15: he 77th Independence Day was celebrated with great enthusiasm at all operating locations of AM/NS India in Odisha, highlighting the unwavering spirit of freedom and progress. The Paradeep Pellet Plant celebrated the day as Mr. Suresha G, Executive Director-Odisha Continue Reading




