କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୬/୮: ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ କଚେରୀ ପଡିଆ ଠାରେ ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନି ମ୍ୟାଚ ଯୋଗୀନ୍ଦ୍ର ଦେବ ହାଇସ୍କୁଲ ଓ ବୁଟୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବୁଟୁପାଲି ଦଳ ୨-୦ ଗୋଲରେ ବିଜୟ ଲାଭ କରିଥିଲେ । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ସମ୍ମାନିତ ଅତିଥି ଭାବରେ ଏନଏସି ଉପାଧ୍ୟକ୍ଷା ସୁବାସିନୀ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୨୬/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଥିବା ୧୨୭ ବାଟାଲିୟନ ସିଆରପିଏଫ କ୍ୟାମ୍ପ ରେ ଜଣେ ଯବାନ ଶୁକ୍ରବାର ରାତ୍ର ରେ ଲେଟିନ ମଧ୍ୟ ରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡିଛି ।ଯବାନ ଜଣକ କେରଳ ରାଜ୍ୟ, କାଟକକାଡା ଥାନା ଅଞ୍ଚଳର ରମେଶ ସିଏଲ ବୋଲି ଜଣାପଡିଛି । ଏ ନେଇ କ୍ୟାମ୍ପ ପକ୍ଷରୁ ବାଲିଗୁଡା ଥାନା ରେ ଏତଲା ଦାୟର କରିଛନ୍ତି ।ଏତଲା କୁ ଭିର୍ତ୍ତି କରି […]Continue Reading
By Puja Devjani Mishra Jaipur,Aug 26: Under India’s G20 Presidency, the two-day Trade &Investment Ministers’Meeting is been convened from 24-25 August in Jaipur. The meeting was led by, Piyush Goyal, Minister of Commerce and Industry, Consumer Affairs, Food & Public Distribution, and Textiles. The major focus of the meeting was the adoption of the G20 […]Continue Reading
ହଙ୍ଗେରୀ,୨୫/୮: ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା।ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍ ୧୨ରେ ରହିବାକୁ ସକ୍ଷମ ହୋଇଛନ୍ତି।ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି। କିଶୋର ପ୍ରଥମ ଓଡ଼ିଆ ଭାବେ ବିଶ୍ୱ Continue Reading
ବଲାଙ୍ଗୀର,୨୫/୮: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁକ୍ରବାର ଜଣେ ଶିକ୍ଷକଙ୍କ ଠାରୁ ଡିଏ (ମହଙ୍ଗା ଭତ୍ତା) ଅନୁମୋଦନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ଅଜୟ ଖୁଣ୍ଟିଆ।ସୂଚନା ଅନୁସାରେ ଅଜୟ ଖୁଣ୍ଟିଆ ସଇଁତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ Continue Reading
World Athletics Championships: Neeraj Chopra qualifies for javelin final, seals Paris Olympics berth
NEW DELHI,AUG 25 : One throw and done! Tokyo Olympics champion Neeraj Chopra needed only one throw to qualify for the final of men’s javelin at the World Athletics Championships in Budapest on Friday. The Olympic gold medalist threw his season-best 88.77m in his first attempt after going 17th in Group A of the qualification […]Continue Reading
ଭୁବନେଶ୍ଵର,୨୫/୮: ଓଡ଼ିଶାରେ ଏବେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ D-2 ଭାରିଆଣ୍ଟ। ୨୮ ପ୍ରତିଶତ D-1ଭାରିଆଣ୍ଟର। ନିକଟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ନମୂନାର ସିରୋଟାଇପ୍ ପରୀକ୍ଷାରୁ ଏହା ଜାଣିବାକୁ ପାଇଛି ଜଗଜଉ ଭୁବନେଶ୍ଵର। ଏନେଇ ସୂଚନା ଦେଇଛନ୍ତି RMRCନିର୍ଦ୍ଦେଶିକା ଡାକ୍ଟର ସଂଘମିତ୍ରା ପତି।ଡାକ୍ତର ପତି କହିଛନ୍ତି କହିଛନ୍ତି RMRC ହସ୍ପିଟାଲରେ ଏବେ ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସିରୋଟାଇପିଙ୍ଗ୍ କରାଯାଉଛି। ଯେଉଁଥିରୁ କେଉଁ Continue Reading
ନୂଆଦିଲ୍ଲୀ, ୨୫/୮: ଶେଷରେ ସେହି ମୁହୂର୍ତ୍ତ ଆସିଛି, ଯେଉଁଥିପାଇଁ ଭାରତୀୟମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ।ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ପ୍ରଥମ ଭିଡିଓ ପ୍ରକାଶ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ଯେଉଁଥିରେ ରୋଭର କେଉଁଭଳି ଭାବେ ଚାନ୍ଦରେ ପହଞ୍ଚିଛି ତାହା ଦେଖିବାକୁ ମିଳିଛି।ଇସ୍ରୋ ଚନ୍ଦ୍ରପୃଷ୍ଠରୁ ଭାରତର ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭରଙ୍କ ପ୍ରଥମ ସେଲଫିକୁ ଏକ୍ସରେ ସେୟାର୍ କରିଛି। Continue Reading
ନୂଆପଡ଼ା,୨୫/୮: ନୂଆପଡ଼ାରେ ପୁଣି ମାଓ ତାଣ୍ଡବ। ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଲେ ମାଓବାଦୀ। ଗୋଟିଏ ଘରେ ଲାଗିଛି ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍।ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ।ଏହାଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ Continue Reading
NEW DELHI,AUG 25 : Former US president Donald Trump surrendered on Thursday on charges that he illegally schemed to overturn the 2020 election in Georgia, a brisk 20-minute booking that yielded a historic first: a mug shot of a US ex-president. He was released on $200,000 bond and headed back to the airport for his […]Continue Reading




