କର୍ଣାଟକର ପରବର୍ତୀ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଟକ୍କର ଦେଇପାରନ୍ତି By A.K. Sahoo ଦଶନ୍ଧି ଦଶନ୍ଧି ଧରି ଭାରତୀୟ ରାଜନେତାମାନେ ସାଦାସିଧା ଜୀବନଶୈଳୀକୁ ଗୁରୁତ୍ୱ ଦେଇଆସୁଥିଲେ — ଧଳା କୁର୍ତ୍ତା, ରବର ଚପଲ, ସର୍ବନିମ୍ନ ବିଳାସ। ବିଳାସପୂର୍ଣ୍ଣ ଜୀବନ ଥିଲେ ମଧ୍ୟ ତାହା ବନ୍ଦ ଦ୍ୱାର ଭିତରେ ଲୁଚି ରହୁଥିଲା।କିନ୍ତୁ ଏବେ ଚିତ୍ର ବଦଳୁଛି।ମାସେ ତଳେ ତାମିଲନାଡୁ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ଦେଶକୁ ଚକିତ Continue Reading




