Home Articles posted by odadmin (Page 1174)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୯: ଓଡିଶା କୃଷି ସେବା ସଂଘ ଡାକରରାରେ କ୍ୟାଡର ପୁନର୍ବିନ୍ୟାସ ଦାବୀରେ ଗୁରୁବାର ସାରା ରାଜ୍ୟର କୃଷି ବିଭାଗର ସମସ୍ତ ଅଧିକାରୀମାନେ ସାମୁହିକ ଛୁଟି ସହିତ ଆନ୍ଦୋଳନକୁ ଓହ୍ଲେଇଛନ୍ତି । ବୌଦ୍ଧରେ ମଧ୍ୟ ବୌଦ୍ଦ ଶାଖା ପକ୍ଷରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ସହିତ ଉଦ୍ୟାନ କୃଷି ଏବଂ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ଅଧିକାରୀ ମାନେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ।ଉତ୍ସବରେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପ ଜିଲ୍ଲାପାଳ ତଥା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା, ସାଂସଦ Continue Reading
Odisha News
ଭୁବନେଶ୍ୱର,୧/୯ :ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ଅତିଥି। ଗତକାଲି ନନ୍ଦନକାନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଛି।ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି।ହାଇଦ୍ରାବାଦରୁ ଏମାନଙ୍କୁ ଅଣାଯାଇଥିବା ବେଳେ ଆସନ୍ତା ୧ ମାସ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରଖାଯିବ। ତା’ ପରେ ଖୁଆଡ ଭିତରକୁ ଛଡାଯିବ।ତେବେ ଉଭୟ ଗୋଲଡେନ୍ ହ୍ୟାଣ୍ଡେନ୍ ଟାମାରିନ ଏବଂ ସ୍କ୍ବିରେଲ୍ ମଙ୍କି Continue Reading
Odisha News
ତାଳଚେର,୧/୯: ଶୁକ୍ରବାର ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବୋମା ଉଦ୍ଧାର ହୋଇଛି। ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏକ ବୋମାକୁ ଦେଖିବାକୁ ପାଇଥିଲେ। ତେବେ ଏହି ବୋମା କିଏ ଓ କାହିଁକି ରଖିଚି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ୍ କରି ଦେଇଛି।ଏହାକୁ ନେଇ ଏବେ Continue Reading
National News
NEW DELHI,SEPT 1: The government has constituted a committee headed by former president Ram Nath Kovind to explore the possibility of “one nation, one election”, sources said on Friday. The move comes a day after the government called a special session of Parliament between September 18 and 22, the agenda for which is under wraps. […]Continue Reading
Odisha News
ନୂଆଦିଲ୍ଲୀ,୩୧/୮: କେନ୍ଦ୍ର ସରକାର ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ସିଇଓ ଓ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ରେଳ ମନ୍ତ୍ରାଳୟର ୧୦୫ ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ଏହି ପଦରେ ଶ୍ରୀମତୀ ସିହ୍ନା ଅବସ୍ଥାପିତ ହୋଇଛନ୍ତି।ଗ୍ଦଚ୍ଚଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ରହିଥିବା ଶ୍ରୀମତୀ ସିହ୍ନା ୧୯୮୮ରେ ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ)ରେ ଯୋଗ ଦେଇଥିଲେ ଏବଂ ତିନିଟି ରେଳ ଜୋନରେ କାର୍ଯ୍ୟ କରିଥିଲେ; ଉତ୍ତର ରେଳବାଇ, Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୧/୮: ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ବି ହିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ପାର୍ଲାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରି କହିଥିଲେ ଯେ , ପରିବେଶ କିଭଳି ସ୍ୱଚ୍ଛ ରଖିବା ଏବଂ ସୁସ୍ଥ ପରିବେଶ ପାଇଁ ସଠିକ୍ Continue Reading