Home Articles posted by odadmin (Page 1169)
Odisha News
ଛତିଶଗଡ଼,୫/୯ : ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ୨ ଟି ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ଜବତ କରାଯାଇଛି।ସୁକମା ଏଏସ୍ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ଚିନ୍ତଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେର ଜଙ୍ଗଲରେ ଜାଗରକୋଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଥିବା ଖବର ମିଳିଥିଲା। ଏହା ପରେ ଊଜଏ ଓ ଉଜଚୠ ଯବାନମାନେ ଅପରେସନ ଯାଇଥିଲେ। ସେହି […]Continue Reading
National News Sports News
PALLEKELE,SEPT 5 : As was expected, India captain Rohit Sharma and chairman of selectors Ajit Agarkar sprung no surprise when they announced a 15-member provisional squad for the 2023 ODI World Cup scheduled in India from October 5 to November 19. Middle-order batter Tilak Varma, who made his T20I debut last month against West Indies […]Continue Reading
Bollywood
ମୁମ୍ବାଇ,୫/୯: ୨୦୨୩ ମସିହାରେ ଆରମ୍ଭରେ କିଙ୍ଗ ଖାନ ଶାହରୁଖ୍ ଖାନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍’ ବକ୍ସ ଅଫିସରେ କମାଲ୍ କରିବା ପରେ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ମୁକ୍ତିଲାଭ କରିବାକୁ ଯାଉଛି । ଶାହରୁଖଙ୍କ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ଚାହିଦା ଏବେଠାରୁ ଦେଖିବାକୁ ମିଳିଲାଣି ।ବିଶେଷ କରି ସିନେପ୍ରେମୀଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ Continue Reading
Odisha News
କଟକ,୫/୯ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି। ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।ଜଷ୍ଟିସ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଓକିଲାତି କ୍ୟାରିୟର ଆରମ୍ଭ କରିଥିବା ବେଳେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଦେୱାନୀ, Continue Reading
Odisha News
ଭୁବନେଶ୍ୱର,୫/୯ : ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଏକ ଶିଶୁକୁ ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ଓ ଉତ୍ତମ ନାଗରିକ କରିବାରେ ଗୁରୁଙ୍କ ଅବଦାନ ବେଶ୍ ମହତ୍ତପୂର୍ଣ୍ଣ।ସମାଜ ଗଠନ ଏବଂ ରାଷ୍ଟ୍ରଗଠନରେ ମଧ୍ୟ ଗୁରୁଙ୍କ ବହୁତ ବଡ଼ ଭୂମିକା ରହିଛି। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୫/୯: ବୌଦ୍ଧଜିଲ୍ଲା ଷ୍ଟାଡିୟମ ପରିସରରେ ହକି ଏବଂ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ, ଜିଲ୍ଲା ମିଲେଟ ମିଶନ କୋଡିନେଟର ଜିତେନ୍ଦ୍ର କରଡି ଯୋଗଦେଇଥିଲେ ।ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଆନନ୍ଦ ବେହେରା କାର୍ଯ୍ୟକ୍ରମ ପରିଚାଳନା Continue Reading
Top Stories
By Sudam Patra Balasore, Sept. 4: As a part of Corporate Social Responsibility, TP Northern Odisha Distribution Limited (TPNODL) a Tata Power and Odisha Government joint venture, is committed to provide basic healthcare services to the local communities in Keonjhar, Mayurbhanj, Balasore, Bhadrak and Jajpur districts in Odisha. For the wellbeing of people, TPNODL has […]Continue Reading
National News
KOLKATA,SEPT 4 : Trinamool Congress (TMC) on Monday condemned MK Stalin’s son and DMK minister Udhayanidhi Stalin’s remark against ‘Sanatan dharma’, stating that the Opposition-led INDIA bloc has no connection with such comments. “We condemn such remarks. Harmony is our culture. We have to respect other religions. The INDIA bloc has no Continue Reading