ମୟୂରଭଞ୍ଜ,୧୪/୯ : ଲାଞ୍ଚ ନେବା ବେଳର ଭିଡିଓ ଭାଇରାଲ ହେବା ପରେ ବିଶୋଇ ଥାନା ଏଏସ୍ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍ପି ।କୌଣସି ଏକ ମାମଲାରେ ବିଶୋଇ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଏଫଆଇଆରରୁ କାଟିବା ପାଇଁ ଲାଞ୍ଚ ନେଇଥିଲେ ଏଏସ୍ଆଇ ଅବଦୁଲ ମତଲବୀ ଖାନ।ଆଉ ସେହି ସମୟରେ କେହି ମୋବାଇଲ ଫୋନ୍ରେ ଭିଡିଓ ଉତ୍ତୋଳନ କରି ଦେଇଥିଲେ। ପରେ ସେହି ଭିଡିଓଟି […]Continue Reading
ନୂଆଦିଲ୍ଲୀ,୧୪/୯: ବାହାଘରକୁ ମାତ୍ର ବର୍ଷେ ପୂରିଥିଲା। ମାସକ ତଳେ ସେ ପୁତ୍ର ସନ୍ତାନର ବାପା ହୋଇଥିଲେ।ପୁଅ ଓ ପତ୍ନୀଙ୍କ ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ। ପୁଅକୁ ବଡ଼ କରିବେ ଓ ପତ୍ନୀଙ୍କ ସହ ସାରା ଜୀବନ ଏକାଠି ରହିବେ।ହେଲେ ଏହି ହସ ଖୁସିର ସଂସାର ଉପରେ ସତେ ଯେମିତି ଛିଡ଼ି ପଡ଼ିଛି ଦୁଃଖର ପାହାଡ଼। ପୁଅ, ପତ୍ନୀ ଓ ପୂରା ପରିବାରକୁ ଏକା କରି ସବୁ ଦିନ ପାଇଁ ଚାଲି ଯାଇଛନ୍ତି ଜମ୍ମୁ-କଶ୍ମୀର ପୁଲିସ୍ରେ ଡିଏସ୍ପି […]Continue Reading
NEW DELHI,SEPT 14 : In a blistering attack on the Opposition, Prime Minister Narendra Modi on Thursday said that the Opposition INDIA bloc posed a threat to ‘Sanatana Dharma’, and by extension, to the country’s culture and citizens. ‘Sanatana Dharma’ was catapulted to headlines following Tamil Nadu minister and DMK leader Udhayanidhi Continue Reading
MUMBAI,SEPT 14 : Veteran actor Rio Kapadia is no more. The actor who has acted in films like ‘Chak De! India,’ ‘Happy New Year’ and ‘Mardaani’ among others, died on September 14. His friend Faisal Malik confirmed his death news to IndiaToday.In. The actor was diagnosed with cancer last year. His cremation will take place […]Continue Reading
ବଲାଙ୍ଗୀର,୧୪/୯: ନାଳରେ ମାଛ ଧରିବା ବେଳେ ଗୁରୁବାର ଅଘଟଣ ଘଟିଛି। ଗଭୀର ଜଳରେ ୩ ଜଣ ବ୍ୟକ୍ତି ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।ଅନ୍ୟ ଜଣେ ନିଖୋଜ ଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମୃତ ବ୍ୟକ୍ତି ହେଲେ ଗୋଲେଖ ପୋଢ଼। ନିଖୋଜ ବ୍ୟକ୍ତି ହେଲେ ପ୍ରମୋଦ ପୋଢ଼। Continue Reading
କେନ୍ଦୁଝର,୧୪/୫: କେନ୍ଦୁଝର ଜିଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି।ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ।ମଙ୍ଗଳବାର ରାତିରୁ କେହି ଦୁର୍ବୁତ୍ତ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ। ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ Continue Reading
Anantnag,Sept 14 : Two Indian Army officers and a Deputy Superintendent of Police (DSP) were killed in a fierce gunfight with terrorists in Kokernag in Jammu and Kashmir’s Anantnag district. According to sources, Lashkar-e-Taiba (LeT) offshoot The Resistance Front, which claimed responsibility for the attack, stated that it was an act of revenge for the […]Continue Reading
NEW DELHI,SEPT 14: India has demanded a probe into the death of an Indian student, Jaahnavi Kandula, who was hit and killed by a police car as she was crossing a street in Seattle, United States. This comes amid massive outrage over a purported bodycam video in which a police officer is heard joking and […]Continue Reading
ଭୁବନେଶ୍ୱର,୧୪/୯: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ମଙ୍ଗଳବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ବୁଧବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଆସନ୍ତା Continue Reading
ସଞ୍ଜୟ କୁମାର ପାଣିଗ୍ରାହୀ ରିପୋର୍ଟବାଲିଗୁଡା,୧୩/୯: ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭରା ନଇରେ ରୋଗୀଙ୍କୁ ଟ୍ୟୁବରେ ବସେଇ ଖଡ଼ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ ।ବାଲିଗୁଡା ଠାରୁ ସାଇନପଡାକୁ ଦେଇ ଖଡ଼ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ନ ଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କୁବେର ମୁଣ୍ଡା ଗ୍ରାମରେ ୧୫ ପରିବାର ରୁହନ୍ତି।କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ Continue Reading




