Home Articles posted by odadmin (Page 1151)
Odisha News
ପୁରୀ,୧୮/୯: ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋ ବସ ସହ କାର ଧକ୍କା, ଜଣେ ମୃତ। ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।ଏହା ସହ ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କାରକୁ ଧକ୍କା ଦେଇ ଏକ ଗଛକୁ ଦେଲାଥିଲା ମୋ ବସ୍।ବସ୍ ଡ୍ରାଇଭର ବସ୍ ଭିତରେ ଫସି ରହିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। […]Continue Reading
Odisha News
ସୁନ୍ଦରଗଡ,୧୮/୯ : ସୁନ୍ଦରଗଡକୁ ଘାଇଲା କଲାଣି ସ୍କ୍ରବ ଟାଇଫସ୍ ଚିନ୍ତା। ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୩ ପଜିଟିଭ । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀ ଛାନିଆ ହୋଇ ଯାଇଛନ୍ତି।ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ନମୁନା ପଜିଟିଭ୍ ଆସିଛି । ଏହା ପୂର୍ବରୁ ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଏବେ ଜିଲ୍ଲାରେ ସ୍କ୍ରବ୍ Continue Reading
Top Stories
By Sasmita Sai Bhubaneswar, Sept 18 : One Week One Lab programme is held from 11th to 16th September 2023, aimimg to create awareness about the available technologies, in the areas of Minerals, Materials and Environmental Sustainability, and services present at CSIR-IMMT among potential stakeholders.  Day 6 of OWOL specifically honoured the Research scholars of […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୮/୯: ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସର\’ରେ ଆଜି ପିଏମ: – ବିଶ୍ଵକର୍ମା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ କୁ ଯୋଜନାର ହିତାଧିକାରୀଙ୍କୁ ମଧ୍ୟରେ ପ୍ରଦର୍ଶିତ ହୋଇଥିଲା ।ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ନୂତନ ପିଏମ: ବିଶ୍ଵକର୍ମା ଯୋଜନାର ଭରଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି। ।ଦେଶର ୧୮ ଗୋଟି କୌଳିକ ବୃତ୍ତ୍ତିଧାରୀ ଏହି ଯୋଜନାରେ ଉପକୃତ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୮/୯: ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ ଓଡ଼ିଶା , ଭୁବନେଶ୍ୱର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ମିଲେଟ ପୌଷ୍ଟିକତା ଉପାଦେୟତାର ବିଭିନ୍ନ ଦିଗ ଉପରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ Continue Reading
Top Stories
By Sukant Mohanty Bhubaneswar, Sept. 17: Noted writer and Odisha Chief Minister Naveen Patnaik’s elder sister Gita Mehta passed away at her New Delhi residence late on Friday evening. She was 80. Daughter of legendary leader and former Odisha CM Biju Patnaik, Gita Mehta was an eminent author, documentary filmmaker, and journalist. She was married […]Continue Reading
Bollywood
କୋଲକାତା,୧୭/୯ : ଠକେଇ ମାମଲାରେ ବଢ଼ିଛି ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ଅଡ଼ୁଆ। ତାଙ୍କ ନାଁରେ ଆଜି କୋଲକାତାର ଗୋଟିଏ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୮ ମସିହାରେ ଜରୀନଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ପୁଲିସ୍ ଏହାର ତଦନ୍ତ କରି କୋଲକାତାର ସିଆଲଦା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା।ମାମଲାର ଶୁଣାଣି ଚାଲିଥିବା ବେଳେ ଜରୀନ ଜାମିନ ପାଇଁ ଆବେଦନ କରି ନଥିଲେ କିମ୍ବା କୋର୍ଟରେ ହାଜର ମଧ୍ୟ ହୋଇ ନଥିଲେ। ସମନ ସତ୍ତ୍ୱେ ସେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନଙ୍କ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ” ବେଟି ବଚାଓ ବେଟି ପଢ଼ାଓ” ଅନ୍ତର୍ଗତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାଳିକା ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର Continue Reading