Home Articles posted by odadmin (Page 1147)
Odisha News
ଭୁବନେଶ୍ୱର,୨୨/୯ : ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।ଆଇଏମଡି ଡିଜି ଆହୁରି କହିଛନ୍ତି, ବଙ୍ଗୋପସାଗରରେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରୋ।ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। କ୍ରମେ Continue Reading
Odisha News
ଭୁବନେଶ୍ୱର,୨୨/୯: ଓଡ଼ିଶାକୁ ପୁଣି ବାତ୍ୟା ଭୟ। ଆସିବ କି ଆଉ ଏକ ବାତ୍ୟା ? ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ପରେ ଏଭଳି କିଛି ଆଶଙ୍କା ବଢ଼ିଛି। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ରହିଛି।ସେପ୍ଟେମ୍ବର ୨୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଓ ପରେ ବାତ୍ୟାର ରୂପ ନେଇପାରୋ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । […]Continue Reading
Odisha News
ଭୁବନେଶ୍ୱର,୨୨/୯ : ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ଋଣକ୍ଷେତ୍ର। ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଧାନସଭା ଘେରାଉ କରିଛି ମୋ ଦଳ। ‘ରାଜ୍ୟରେ 5t ସଚିବ ପାଣ୍ଡିଆନଙ୍କ ଶାସନ ଚାଲିଛି।ଏଥିପାଇଁ ନେତା ଓ ମନ୍ତ୍ରୀମାନେ ବିଧାନସଭା ନଯାଇ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ।’ ଏପରି ନାରା ଦେଇ ବିକ୍ଷୋଭ କରିଛନ୍ତି ମୋ ଦଳର କର୍ମୀ।ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଭିତରକୁ Continue Reading
Odisha News
ଭୁବନେଶ୍ବର,୨୨/୯: ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ନିର୍ଦ୍ବନ୍ଦ୍ବରେ ସେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।ତାପରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୯ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରମ୍ଭିକଟା ଠାରେ ଈଊଚଖ ନାମରେ ଏକ ସ୍ପିରିଟ କମ୍ପାନୀ କାର୍ଯ୍ୟ କରି ଆସୁଛି । କମ୍ପାନୀ ଗଠନ ପାଇଁ ଗ୍ରାମ ବାସୀ ଶହ ଶହ ଏକର ଚାଷ ଜମି କମ୍ ଦାମ ରେ କିଣି କେତକ ସରକାରୀ ଜାଗା ମାଡ଼ିବସିଥିବାର ଅଭିଯୋଗ ହେଉଛି!ଜନସୁଣାଣି ସମୟ ରେ ଜମି ହରାଇ ଥିବା ପରିବାର ଙ୍କୁ ଚାକିରୀ, ଅଞ୍ଚଳ ର ବେକାର ଯୁବକ ଯୁବତୀ ମାନଙ୍କୁ ଚାକେରି ଓ […]Continue Reading
Top Stories
By  Subrat Sarangi Bhubaneswar, Sept. 21: Odisha’s ruling Biju Janata Dal (BJD) on Thursday expelled two of his MLAs – Soumya Ranjan Patnaik of Khandapara and Sudhanshu Sekhar Parida of Remuna – from the party on the charge of “anti-people” activities. Chief Minister Naveen Patnaik, who is also the BJD president, announced the expulsion of […]Continue Reading
Odisha News
ପଦ୍ମିନୀ ସାହୁ ମନର ମିଳନ ନୂଆଁ କେଣ୍ଡା ଧାନନୂଆଁଖାଇ ର ଜୁହାର ଭେଟ…ଯେତେ ରାଗ ଋଷା ପାନି ଫାଟି ଯିବାମନ୍ ହେଇଯିବା ସେଟ୍।। ଗୁଟେ ଠାନେ ଭେଟ୍ ବଉଁଶ ଯାକ କାଇଁହସି ଖାଉଥିଲେ ବସି….ସବୁ ମନ୍ ମିଶି ଗୋଟେ ଲେଖେ ଲାଗସିଯେନ୍ତା ବୃନ୍ଦାବନ କାଶୀ।। ନୂଆଁ ଖାଇର ଇଏ ବଡଖା ତିହାର୍ସଭିଙ୍କୁ ମୋର୍ ଜୁହାରମାଆ ସମଲେଇ ସମ୍ଭେଲେଇ ନେବେଜେନ୍ ଠାନେ ଯେ ତାହାର ପଶ୍ଚିମ ଓଡ଼ିଶା ନନି ପରେ ମୁଇଁନାଁ ଟି ପଦ୍ମିନୀ ମୋହରଆସୁନ ସଭେଁ ପାଲମା […]Continue Reading