Home Articles posted by odadmin (Page 1130)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୧୦: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟଟି ଏକ ବୁଡି ଅଂଚଳରେ ରହିଥିବାରୁ ସାମାନ୍ୟ ବନ୍ୟା ହେଲେ ପାଣି ଘେରରେ ରହିଥାଏ । ଯାହାଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ରହିଥିବା ଅଭିଯୋଗ ହେଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍କୁଲ କତୃପକ୍ଷ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର କରିଥିଲେ ମଧ୍ୟ ପ୍ରଶାସନ ସମାଧାନ ପାଇଁ Continue Reading
Odisha News
ଭୁବନେଶ୍ୱର,୪/୧୦: ଚାଇନାରେ ଚାଲିଥିବା ଏସିଆନ ଗେମ୍ସରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋରଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।Continue Reading
Top Stories
By Sukant Mohanty Bhubaneswar, Oct. 3: Union Information and broadcasting minister Anurag Thakur on Tuesday declared that the Centre would conduct a probe into the alleged corruption in Central government schemes being implemented in Odisha. Thakur is on a two-day visit to Odisha to take part in various programmes in the state along with Union […]Continue Reading
Odisha News Sports News
ଚାଇନା,୪/୧୦ : ଚାଇନାରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ସମସ୍ତଙ୍କୁ ଜଳକା କରି ପୁରୁଷ ଜାଭେଲିନରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ୱର୍ଣ୍ଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନିଜ ଜାଭେଲିନ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି।ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ଆଜି କିଶୋର କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନରୀଜଙ୍କୁ ପଛରେ ପକାଇ ୧ନଂ […]Continue Reading
Top Stories
By Subrat Sarangi New Delhi/Mumbai, October 4:ArcelorMittal Nippon Steel India (AM/NS India) – a joint venture between ArcelorMittal and Nippon Steel, two of the world’s leading steelmakers – was conferred with the distinguished ‘Mahatma Award 2023’ in the ‘CSR Excellence’ category ahead of the birth anniversary of Mahatma Gandhi, the Father of the Continue Reading
Odisha News
ଭଦ୍ରକ,୪/୧୦: ଧନ ତୁ ଉଠରେ ଧନଟ୍ଟ। ମୋ ଧନଟା ପରା ଆମକୁ କନ୍ଦାଇ ତୁ କଣ ପାଉଛୁ ତୁ ଉଠିପଡ଼ରେ ଧନଟ୍ଟ। ଭଦ୍ରକ ମେଡିକାଲ ପରିସର କାନ୍ଦ ବୋବାଳିରେ ଫାଟି ପଡୁଛି। କାରଣ ୬ ବର୍ଷର କୁନି ପୁଅଟି ସ୍କୁଲରେ ଖେଳୁଥିବା ବେଳେ ଆଖିବୁଜି ଦେଇଛି। ବାପା ମା ଚେତାଶୂନ୍ୟ ହୋଇଯାଉଛନ୍ତି ଆଉ ତାଙ୍କୁ ଦେଖି ମେଡିକାଲରେ ଥିବା ଅନ୍ୟ ଲୋକାମାନେ ମଧ୍ୟ କୋହ ସମ୍ଭାଳି ପାରୁନାହାନ୍ତି କାରଣ ବିଦ୍ୟାଳୟର ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରର […]Continue Reading
Odisha News
ନୂଆଦିଲ୍ଲୀ,୪/୧୦: ମୁଦ୍ରାସ୍ଫୀତି ସମୟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଲେ ସରକାର। ଉଜ୍ୱଳା ଯୋଜନା ଅଧୀନରେ ନିଆଯାଇଥିବା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି କରିଛନ୍ତି କେନ୍ଦ୍ରସରକାର। ଏଣିକି ସିଲିଣ୍ଡର୍ ପିଛା ୩୦୦ ଟଙ୍କା ସବସିଡି ମିଳିବ।ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ୯.୬ କୋଟି ହିତାଧିକାରୀ ଏହି ସୁବିଧାର ଲାଭବାନ ହୋଇପାରିବେ। କ୍ୟାବିନେଟ ନିଷ୍ପତ୍ତି ପରେ ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ଘୋଷଣା କରାଯାଇଛି।ଆଜି ପ୍ରଧାନମନ୍ତ୍ରୀ Continue Reading
Top Stories
By Puja Devjani Mishra BAhubaneswar, Octo 4: 4 days long PROPACK Odisha International Expo 2023 and ODISHA PLAST International Expo 2023 organised by Orissa Assembly of Small and Medium Enterprise (OASME) and Futurex Group successfully concluded today at Janata Maidan.  The expo was jointly organized in collaboration with MSME Department and Ministry of MSME, Continue Reading
Odisha News Sports News
ନୂଆଦିଲ୍ଲୀ,୪/୧୦: ‘ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଫାଇନାଲ୍’ରେ ଦକ୍ଷିଣ କୋରିଆ ଯୋଡ଼ିଙ୍କୁ ହରାଇ ଭାରତୀୟ ଯୋଡ଼ି ଓଜାସ୍ ପ୍ରବୀଣ ଓ ଜ୍ୟୋତି ସୁରେଖା ତୀର ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଆଜି ‘ଏସୀୟ କ୍ରୀଡ଼ା ୨୦୨୩’ରେ ଭାରତ ସମୁଦାୟ ୭୧ଟି ପଦକ ଜିଣି ରେକର୍ଡ ସୃଷ୍ଟି କରିଛି।ସୂଚନାଯୋଗ୍ୟ, ଏସୀୟ କ୍ରୀଡ଼ା ୨୦୧୮ରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ଟି କାଂସ୍ୟ ପଦକ ହାସଲ କରି ସମୁଦାୟ ୭୦ଟି ପଦକ ହାସଲ କରିଥିଲା।ଚଳିତ ୨୦୨୩ […]Continue Reading