Home Articles posted by odadmin (Page 113)
Odisha News
ଦାରିଙ୍ଗବାଡ଼ି,୩୦/୧୦ : କନ୍ଧମାଳ ଜିଲାରେ ବହୁ ଚର୍ଚ୍ଚିତ ପିନ ଗିଳି ସପ୍ତମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଗୁରୁବାର ଅପରାହ୍ନରେ ଲିଖିତ ଅଭିଯୋଗ ହୋଇଛି।ତାଙ୍କ ପୁଅ ମୃତ୍ୟୁ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରାଯାଇଛି। ତାଙ୍କ ପୁଅକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ନ ଥିଲେ ହୁଏତ ତାଙ୍କ ପୁଅ ଆଜି ଜୀବିତ ଥାଆନ୍ତା ବୋଲି ଅଭିଯୋଗରେ Continue Reading
Business News Top Stories
By Swagatika Mohapatra Bhubaneswar, Oct. 30: Kalahandi — once known for its resilience and deep-rooted traditions — is now experiencing a quiet yet remarkable transformation. Across its towns and villages, a new story of ambition, confidence, and self-reliance is unfolding, powered by Vedanta Aluminium’s skill development initiative. The programme has trained over 800 Continue Reading
Odisha News
ଭୁବନେଶ୍ୱର, ୩୦/୧୦ : ଗୋଟିଏ ଦିନର ଉପବାସ ପରେ ଶେଷରେ ଗୁରୁବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ବିବାଦର ଯଦି ସମାଧାନ ନ ହୁଏ ତେବେ ନୀତି ବନ୍ଦ କରିବାକୁ ବ୍ରାହ୍ମଣ ନିଯୋଗ ଚେତାବନୀ ଦେଇଛି ।ବୁଧବାର ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା । ସମର୍ଥା ନିଯୋଗ ସେବାୟତଙ୍କ […]Continue Reading
Odisha News
କରଞ୍ଜିଆ , ୩୦/୧୦ : ବୁଲୁଛି ମହାବଳ ବାଘ । ଗାଁ ନିକଟ ଜଙ୍ଗଲରେ ବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଦୁଇ ପଞ୍ଚାୟତ ବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଠାକୁରମୁଣ୍ଡା ରେଞ୍ଜ କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗ୍ରାମବାସୀମାନେ ମହାବଳ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ ।ମହାବଳ ବାଘ ଆସିଥିବାର ଖବର ପ୍ରଚାର ହେବା ପରେ ହାତୀଗୋଡା ଓ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୧୦ : ନୟାଗଡ଼ ଜେଲରେ ଦିନକୁ ଦିନ ବଢ଼ି ଚାଲିଥିବା ଗ୍ୟାଙ୍ଗୱାରକୁ ଦମନ କରିବା ପାଇଁ ଏବେ ଉଭୟ ଜେଲ୍ କର୍ତ୍ତୃପକ୍ଷ ଓ ସଦର ଥାନା ପୁଲିସ ଯୋଜନା କରିଛନ୍ତି।ଦୁଇ ଦିନ ତଳେ ଜେଲ୍ ଭିତରେ ଘଟିଥିବା ବିଶୃଙ୍ଖଳା ପାଇଁ ଦାୟୀ ରହିଥିବା ୩୫ ଜଣଙ୍କ ମଧ୍ୟରୁ ଆଜି ୭ ଜଣଙ୍କୁ ରଣପୁର ଓ ଦଶପଲ୍ଲା ସବ୍-ଜେଲକୁ ସ୍ଥାନାନ୍ତର କରାଯାଇଛି।କେବଳ ସେତିକି ନୁହେଁ ଜାମିନ ପାଇଁ ଜେଲରୁ ଘରକୁ ଯିବା ପାଇଁ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି , ୩୦/୧୦ : ବାତ୍ୟା ମୋନ୍ଥା ର ଲ୍ୟାଣ୍ଡଫଲ ଯୋଗୁଁ ଗଜପତି ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଇଛି ।ଜିଲ୍ଲାବ୍ୟାପୀ ପବନ ସହ ପାଗ ମେଘୁଆ ହୋଇ ବର୍ଷା ହେଉଥିବା ବେଳେ ଖାରା ହୋଇ ବର୍ଷା ମଧ୍ୟ ଲାଗିରହିଛି ।ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଏହାର କଡ଼ା ମୁକାବିଲା କରିବା ପାଇଁ ବେଶ ସଜାଗ ହୋଇ ରହିଛି ।ବାତ୍ୟା ପ୍ରଭାବରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩୯ ଟି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୦ : ବୁଧବାର ଚାରିଘଣ୍ଟା ତିରିଶ ମିନିଟ୍ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ ଭାରତ ସରକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ ଓ ମା ଠାକୁରାଣୀ ୟୁଥ୍ କ୍ଲବ୍ ମିଲିତି ଆନୁକୁଲ୍ୟରେ ବୌଦ୍ଧ ବ୍ଳକ୍ ଯମଟାଙ୍ଗି ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତହଇଯାଇଛି ।ଉଦଯାପନୀ ଉତ୍ସବରେ ମେରା ଯୁବା ଭାରତର ଆସ୍ମାନ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ Continue Reading
Top Stories
Justice Sanjay Kumar Mishra terms OSCB’s plea “a waste of judicial time” Rs 20k cost imposed for tormenting a retiree; lawyer faulted for hiding court rulings By Our Correspondent Bhubaneswar, Oct. 29: The Orissa High Court has slammed the Odisha State Cooperative Bank (OSCB) for “deliberate suppression, misconduct and harassment” of a retired employee, dismissing […]Continue Reading