Home Articles posted by odadmin (Page 1127)
Top Stories
By Sasmita Sai Bhubaneswar, Octo 7:  A team of delegates from CREDAI Bhubaneswar Foundation attended the INDIA EGYPT Business Meet held at Sharm El Sheikh, Egypt. The meet organised jointly by CREDAI and CII was held on 5th October 2023.  CREDAI Bhubaneswar Foundation delegation team was headed by Er.  UmeshPatnaik, Secretary, CREDAI Bhubaneswar along with Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନ ଉତ୍ସବରେ ଵିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୭/୧୦ : ମନ୍ତ୍ରୀ ଇଂ ପ୍ରିତୀରଞ୍ଜନ ଘଡାଇଙ୍କ ଜନ୍ମ ଦିନ ପାଳିଲା ସୁକିନ୍ଦା-ଦାନଗଦୀ ବିଜୁ ଜନତା ଦଳ। ଏହି ଅବସରରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲାଏଥିରେ ୧୬୭ ଜଣ ରକ୍ତଦାତା, ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ସହାୟତାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଡୁବୁରୀ ଠାରେ ୫୧ ଜଣ ରକ୍ତଦାନ ଦେଇଛନ୍ତି । ସେହିଭଳି ଦାନଗଦୀ ବିଜେଡି ପାର୍ଟି ଅଫିସରେ ୧୧୬ ଜଣ ରକ୍ତ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୧୦: ଗଜପତି ଜିଲ୍ଲାର ଆକାଂକ୍ଷି ବ୍ଲକ୍ ଗୁମ୍ମା ଅନ୍ତର୍ଗତ ଅନୁକୁଣ୍ଡା ସେକ୍ଟର ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଠାରେ , କେନ୍ଦ୍ର ସରକାରଙ୍କ ସଂକଳ୍ପ ଶପଥ ସପ୍ତାହ ପାଳନ କାର୍ଯ୍ୟକ୍ରମ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଯୋଜନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସେକ୍ଟର ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗର୍ଭବତୀ , ପ୍ରସୂତି , ଶିଶୁ ଓ କିଶୋରୀ ମାନଙ୍କ ଉଦ୍ଦେଶ୍ୟରେ Continue Reading
Odisha News Sports News
ହାଙ୍ଗଝୌ,୬/୧୦: ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ହରାଇ ଏସିଆନ ଗେମ୍ସ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ। ଭାରତୀୟ ପୁରୁଷ ଟିମ ଆଜି ଫାଇନାଲରେ ୨୦୧୮ର ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ମାତ ଦେଇଛି।ଏହି ସ୍ୱର୍ଣ୍ଣ ପଦକ ଲଢ଼େଇରେ ଭାରତ ପାଇଁ ଗୋଲ କରିଛନ୍ତି ଓଡ଼ିଆ ପୁଅ ଅମିତ ରୋହିଦାସ। ତାଙ୍କ ବ୍ୟତୀତ ଦଳର ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ, ବର୍ତ୍ତମାନର ଅଧିନାୟକ ହରମନପ୍ରୀତ ସିଂହ(୨ଟି) ଓ ଅଭିଷେକ ମଧ୍ୟ ଗୋଲ ସ୍କୋର କରିଛନ୍ତି।ଭାରତ ୪ର୍ଥ ଥର ପାଇଁ ଏସିଆନ Continue Reading
Odisha News
କେନ୍ଦୁଝର,୬/୧୦: ନିଜକୁ ସୁରକ୍ଷା ଦେବା ପାଇଁ ଭଉଣୀ ଭାଇ ହାତରେ ପ୍ରତିବର୍ଷ ରାଖୀ ବାନ୍ଧିଥାଏ। ଭାଇ ମଧ୍ୟ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ କଥା ଦେଇଥାଏ। ପ୍ରତିବର୍ଷ ଯେଉଁ ହାତରେ ଭଉଣୀ ରାଖୀ ପିନ୍ଧାଉଥିଲା, ସାମାନ୍ୟ କେତେଟା ପଇସା ପାଇଁ ସେହି ଭଉଣୀକୁ ଗୁଳି ହତ୍ୟା କରିଛି ଭାଇ।ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ପରେ ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଥାନାରେ ଆତ୍ମସର୍ମପଣ କରିଛି।ପ୍ରସନ୍ନ ଏକ Continue Reading
National News
OSLO,OCTO 6 : Imprisoned activist Narges Mohammadi, who has campaigned for women’s rights, democracy and against the death penalty in Iran for years, won the Nobel Peace Prize on Friday. Mohammadi, 51, has done her work despite facing numerous arrests and spending years behind bars for her activism.  “This prize is first and foremost a […]Continue Reading