MUMBAI,OCTO 9 : Bollywood Actor Shah Rukh Khan will be provided Y+ security cover by Mumbai Police following a written complaint flagging death threats to the actor after the success of his recent movies Pathan and Jawan, India Today reported. The Maharashtra government passed orders to upgrade the actor’s security cover. In response to the […]Continue Reading
ଭୁବନେଶ୍ୱର,୯/୧୦: ରାଜଧାନୀର ବିଭିନ୍ନ ବାର ଓ ଡ୍ୟାନ୍ସ ବାର ଉପରେ ଅବକାରୀ ବିଭାଗ ପକ୍ଷୁର ଅତର୍କିତ ଚଢ଼ଉ କରାଯାଇଛି। ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏକାଧିକ ବାର ବନ୍ଦ ରହିଥିବା ବେଳେ, କିଛି ଡ୍ୟାନ୍ସ ବାରରେ ଯୁବତୀଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ତେବେ ସେମାନଙ୍କର ଆଇଡି ଚେକ କରିବା ସହିତ ଲାଇସେନ୍ସ ଚେକ କରିଥିଲା ଏହି ଟିମ୍।ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଗୋଟିଏ ବାର୍ ଏକାଧିକ ଥର Continue Reading
NEW DELHI,OCTO 9 : The Election Commission of India (ECI) will announce the schedule for the upcoming assembly elections in five states – Mizoram, Chhattisgarh, Madhya Pradesh, Rajasthan, and Telangana – on Monday, October 8, 2023. The poll panel has called a press conference at 12 PM today to announce the polling dates, the number […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୮/୧୦: ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ନାରୀ ସଶକ୍ତି କରଣରେ ଯୁବଗୋଷ୍ଠୀଙ୍କ ଭୂମିକା ସମ୍ପର୍କିତ ଏକ ଆଲୋଚନା କାର୍ଯ୍ୟକ୍ରମ ପ୍ରଗତି ମହିଳା ସଂଗଠନ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନର ଉପସଭାପତି ଶ୍ରୀ ଲୋକନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା କାର୍ଯ୍ୟକ୍ରମରେ ପାରାଳଖେମୁଣ୍ଡି ଉପକାରାଗାରର ଅଧିକ୍ଷକ ଶ୍ରୀ ହନୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ Continue Reading
By Our Staff Correspondent Bhubaneswar, Oct. 8: Kulta Samaj Kalyan Sangathan (KSKS) Bhubaneswar on Sunday organised a memorial service for Mahendra Kumar Badhai. Badhai was secretary of KSKS till his death on September 7. Members of Kulta community from different districts attended the programme at Ram Mandir, Bhubaneswar Offering his tributes to Badhai, KSKS Bhubaneswar Continue Reading
ଭୁବନେଶ୍ୱର,୮/୧୦: ଚଳିତବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀ Continue Reading
ଭୁବନେଶ୍ବର,୮/୧୦ : ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବ। ଏହି ସମୟରେ କୌଣସି ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ କରିବ ନାହିଁ। ଏନେଇ ଆଜି ପୁଣି ଥରେ ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି।ଗତ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ। ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି […]Continue Reading
ବାଲେଶ୍ୱର,୮/୧୦ : ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆହୁରି ୨୮ଟି ମୃତଦେହ ଚିହ୍ନଟ ହୋଇନପାରି ଭୁବନେଶ୍ୱର ଏମ୍ସରେ ଥିବା ବେଳେ ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ହୋଇଛି ଓ ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ( BMC ) ପକ୍ଷରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କରାଯିବ।DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା Continue Reading
New delhi,Octo 8 : The death toll from strong earthquakes that shook western Afghanistan rose to 2,000, said a Taliban spokesperson on Sunday, in one of the deadliest earthquakes to strike the country in two decades. A powerful 6.3 magnitude earthquake followed by strong aftershocks killed dozens of people in western Afghanistan on Saturday, the […]Continue Reading
ଭୁବନେଶ୍ବର,୮/୧୦: ଓଡ଼ିଆ ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏସୀୟ ହକି ବ୍ରୋଞ୍ଜ ବିଜୟୀ ଦୀପଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ହକି ଟିମ୍ର ଓଡ଼ିଆ ଝିଅ ଦୀପଗ୍ରେସ ଏହି ପାଇବେ ପୁରସ୍କାର।ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସ୍ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିଥିବାରୁ Continue Reading




