Home Articles posted by odadmin (Page 1122)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୧୦: ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ” ଉଦଯାପିତ ଅଦ୍ୟ ତା ୧୦.୧୦.୨୦୨୩ ରିଖରେ ସ୍ଥାନୀୟ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷୃ ବାଳାଶ୍ରମ, ବିରନରସିଂହପୁର, ବୌଦ୍ଧ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୩” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି । ଉଦଯାପନି ସଭାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ, ମୁଖ୍ୟ ଅତିଥୀ ଭାବରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୧୦: ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଥିବା ଲୋକଗୀତ, ଲୋକବାଦ୍ୟ ଗୁଡିକ ଧିରେଧିରେ ନିଜର ସ୍ୱତନ୍ତ୍ରତା ଓ ମୌଳିକତା ହରାଇବାରେ ଲାଗିଛି । ସେଗୁଡିକ ଏବେ ପ୍ରାୟ ଲୁପ୍ତ ଅବସ୍ଥାକୁ ଆସିଗଲାଣି । ସେହି ଲୁପ୍ତପ୍ରାୟ ଅବସ୍ଥାରେ ପହଂଚି ସାରିଥିବା ଏକ ଲୋକବାଦ୍ୟ ହେଉଛି ଧୂନକେଲୀ । ପ୍ରାଚୀନ କାଳରେ ଏହା ବିଭିନ୍ନ ରାଜ୍ୟରେ ପ୍ରସାର ଲାଭ କରିଥିଲା । ବିଭିନ୍ନ ରାଜ୍ୟରେ ଏହାର ଭିନ୍ନ ଭିନ୍ନ ନାମ କରଣ ମଧ୍ୟ କରାଯାଇଥିଲା । Continue Reading
National News
NEW DELHI,OCTO 10: Amid the fierce onslaught by Israeli forces on Gaza following the Hamas terror attacks, Prime Minister Narendra Modi on Tuesday had a telephonic conversation with his counterpart Benjamin Netanyahu and reaffirmed his support to the people of the country. Taking to his official handle on X, PM Modi shared details of his […]Continue Reading
Odisha News
ଭୁବନେଶ୍ବର,୧୦/୧୦: ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ Continue Reading
Odisha News
NEW DELHI, OCTO 10 : The Enforcement Directorate on Tuesday raided the premises of AAP MLA Amanatullah Khan in Delhi as part of a money-laundering investigation against him and some others, official sources said. The 49-year-old legislator represents the Okhla constituency in the Delhi Assembly. The Enforcement Directorate (ED) searches are being undertaken under Continue Reading
Odisha News
ଢେଙ୍କନାଳ,୧୦/୧୦: ଘରେ ଶୋଇଥିବା ବେଳେ ମା’ ୮ବର୍ଷର ପୁଅ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ମା’ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରା ପଡ଼ିଆରେ। ମୃତକ ଦ୍ୱୟ ହେଲେ ମା’ ରୁନୁ,ପ୍ରଧାନ ତାଙ୍କ ପୁଅ ଲିପୁ ପ୍ରଧାନ। ରୁନୁ ବୁଲା ବିକାଳୀଭାବେ କାମ କରନ୍ତି।କୁଟୁରିଆ ଯାତ୍ରା ପଡ଼ିଆରେ କୁଡ଼ିଆ କରି ବୁଲା ବିକାଳୀମାନେ Continue Reading
Odisha News
ଭୁବନେଶ୍ୱର,୧୦/୧୦: ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଉଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ବାଭାବିକ ଭାବେ ୩୦ରୁ ୩୨ ଡିଗ୍ରୀ ସେଲସିୟସ ରହିଥାଏ।ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହୁଛି। ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୪ରୁ ୩୫ ଡିଗ୍ରୀ ସେଲସିୟସ ଉପରେ ରହିଥିବା Continue Reading
National News
JERUSALEM,OCTO 10 : Israeli Prime Minister Benjamin Netanyahu declared on Monday that Israel’s fierce offensive against Hamas in the Gaza Strip has “only started.” Netanyahu delivered the pronouncement in a nationally televised address as Israel pressed ahead with a third day of heavy airstrikes in Gaza following Hamas’ unprecedented and deadly incursion into Continue Reading
Odisha News
ଭୁବନେଶ୍ବର,୧୦/୧୦: ପୂର୍ବତନ ପୁଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କର ଆଜି ସକାଳ ୭ଟା ୨୪ ମିନିଟ୍ ସମୟରେ ଭୁବନେଶ୍ବରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୫୯ ମସିହା ବ୍ୟାଚର ଆଇପିଏସ୍ ଶରତ ଚନ୍ଦ୍ର ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ନିଜର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧୦ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ଜିଲା ପ୍ରଶାସନ ସମତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି କ୍ଷ ଜିଲ୍ଲା ପ୍ରଶାସନ ତରଫରୁ ଜିଲା ପାଠାଗାର ଠାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ଅଧକ୍ଷତରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।ବୌଦ୍ଧ ଗୋପବନ୍ଧୁ ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ Continue Reading