Home Articles posted by odadmin (Page 1120)
Odisha News
ମୟୂରଭଞ୍ଜ,୧୨/୧୦: ଗେଣ୍ଡୁ ଗଛ ଚୋରି କଲା ବୋଲି ନାବାଳିକାକୁ ମାରି ଟାଙ୍ଗିଦେଲେ ପଡ଼ୋଶୀ। ଝିଅକୁ ମାରି ଟାଙ୍ଗି ଦେଇଥିବା ପଡ଼ୋଶୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମୃତ ନାବାଳିକାଙ୍କ ମା’। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଭାଲୁହୁରୁଡ଼ା ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସରସ୍ୱତୀ ହାଁସଦା।ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ୱତୀକୁ ପଡ଼ୋଶୀଙ୍କ ଘରେ ଛାଡ଼ି ଦେଇ ଭୁବନେଶ୍ୱର ଯାଇଥିଲେ। ଗତକାଲି ମଧ୍ୟାହ୍ନରେ ତାଙ୍କ Continue Reading
Odisha News
ଗଞ୍ଜାମ,୧୨/୧୦: ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ। ମୃତ ମହିଳା ଜଣଙ୍କ ହେଲେ ସୌଦାମିନୀ ରଥ।ସୌଦାମିନୀ ଘରେ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ସୌଦାମିନୀ ନିଜ ଘରେ ଫୋନରେ କଥା ହେଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଆସି ତାଙ୍କୁ ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା। ସୌଦାମିନୀ ଜୋରରେ ଚିତ୍କାର କରିଥିଲେ। ସୌଦାମିନୀ Continue Reading
National News
PATNA,OCTO 12 : At least four passengers died and over 100 others were injured when six coaches of Guwahati-bound North East Superfast Express derailed in Bihar’s Buxar district late on Wednesday. The accident occurred around 9.53 pm near Raghunathpur railway station in Buxar district. The injured have been admitted to a local hospital for treatment. […]Continue Reading
Odisha News
କମ୍ଭୁଧର ଖେତିଙ୍କ ରିପୋର୍ଟବୌଦ୍ଧ ,୧୨/୧୦ : ବୌଦ୍ଧ ନିର୍ବାଚନ ମଣ୍ଡଳୀ ପକ୍ଷ ରୁ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଟୁପାଲି ଠାରୁ ସହରର ବିଭିନ୍ନ ଛକ ଦେଇ ପଦଯାତ୍ରା ଟାଉନ ହଲ ଠାରେ ପହଞ୍ଚିଥିଲା ।ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ, ପଂଚାୟତରାଜ ଓ ପାନୀୟଜଳ ଯୋଗାଣ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନେତୃତ୍ୱ ରେ ବିଜୁ ଜନତା ଦଳ ର ଛାମୁଆ ସଂଗଠନ ନେତା ଙ୍କ […]Continue Reading
Odisha News
କମ୍ଭୁଧର ଖେତିଙ୍କ ରିପୋର୍ଟବୌଦ୍ଧ ,୧୨/୧୦ : ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ଆଜି ରାଜ୍ୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଜିଲ୍ଲାପାଳ ଶ୍ରୀଯୁକ୍ତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ପ୍ରମୁଖ ଉପସ୍ଥିତ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୧୧୦: ଅଦ୍ୟ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ସମଗ୍ର ଶିକ୍ଷା, ନୟାଗଡ଼ ଆନୁକୂଲ୍ୟରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ପାଳିତ ହୋଇଅଛି ।ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ Continue Reading