ନୂଆଦିଲ୍ଲୀ,୧୫/୧୦: ବିଶ୍ବକପ୍ କ୍ରିକେଟର ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହି ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଛି ।ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । ବ୍ରୁକ୍ କିଛି ସମୟ ଲଢେଇ କରି ୬୬ ରନ କରିଥିଲେ । ଡାଓ୍ବିଡ୍ ମଲାନ ୩୨ ରନ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗତ ୨ ତାରିଖ ଠାରୁ ଦୀର୍ଘ ୧୪ ଦିନ ଧରି ସାଇବର ଅପରାଧ ସୁରକ୍ଷା ଓ ସଚେତନତା ଉପରେ ଜିଲ୍ଲାବ୍ୟାପୀ ଚାଲିଥିବା ଅଭିଯାନ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ: କୁମାର ଅଧ୍ୟକ୍ଷତା କରି ସାଂପ୍ରତିକ ଡିଜିଟାଲ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧୦: ବୌଦ୍ଧ ଜିଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଉସୀମା ସଭାଗୃହ ଠାରେ ଉଦଯାପିତ ହୋଇଛି କ୍ଷଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଯୋଗଦେଇଥିଲେ ।ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର , ଉପଜିଲାପାଳ ରବିନ୍ଦ୍ର ନାଥ କହଁର, Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୧୦: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତରେ “ସାଇଟ୍ ସେଭର୍ସ୍ ଇଣ୍ଡିଆ” ସହାୟତାରେ ଜିଲ୍ଲାସ୍ତରୀୟ “ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ-୨୦୨୩” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ହେଉଛି ଓଡିଶା ର ବୃହତ୍ତମ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇସାରିଛି, କିନ୍ତୁ ଏଠାରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସବୁ କିଛି ଅଭାବ ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରି ଚାଲିଛି ।ସେଥି ମଧ୍ୟରେ ଖୋଦ ବାଲିଗୁଡା ଠାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡା ଏବଂ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୧୫/୧୦: ମାଓ ପ୍ରବଣ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ବେଧଡକ ଭାବେ ଚାଲିଛି ପଥର ବ୍ଲାଷ୍ଟିଂ। ଦୀର୍ଘ ଦିନ ଧରି ପାହାଡ ରେ ପଥର ବ୍ଲାଷ୍ଟିଂ ଜାରି ରହିଥିଲେ ମଧ୍ୟ ବନ ବିଭାଗ କିମ୍ବା ରାଜସ୍ବ ବିଭାଗ ନୀରବ ରହିବାକୁ ନେଇ ଉଠିଛି ପ୍ରଶ୍ନ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ରେଞ୍ଜ ଅନ୍ତର୍ଗତ କୁଟିଗୁଡା-ବାଲିଗାଡା ରାସ୍ତାରେ ଥିବା ସଂରକ୍ଷିତ ଜଙ୍ଗଲ ରେ ଦିନ ଦ୍ୱିପହର Continue Reading
NEW DELHI,OCTO 15: An earthquake of magnitude 3.1 on the Richter scale struck the national capital on Sunday afternoon. According to the National Center for Seismology (NCS), the epicentre for the quake was nine kilometres east of neighbouring Faridabad in Haryana and 30 kilometres southeast of Delhi at 1608 hrs. As per the nodal agency […]Continue Reading
NEW DELHI,OCTO 15 : The Congress party on Sunday released the first list of candidates for Madhya Pradesh, Telangana and Chhattisgarh assembly elections, all scheduled for later this year. The party announced candidates on 144 assembly seats in Madhya Pradesh, 30 in Chhattisgarh and 55 in Telangana. These three states In Madhya Pradesh, former CM […]Continue Reading
NEW DELHI, OCTO 15: As the war between Israel and Hamas has entered its seventh day, the Israel Defence Force (IDF) has announced that they are prepared for a “coordinated” attack in the Gaza Strip involving air, ground, and naval forces. The army’s statement came after Israeli Prime Minister Benjamin Netanyahu met soldiers near the […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧୦: ବୌଦ୍ଧ ବାବୁସାହିର ବାସିନ୍ଦା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ଓ ସ୍ନିଗ୍ଧାରାଣୀ ଶୁକ୍ଳଙ୍କ ଝିଅ ଡ. ଲିପସା ମିଶ୍ର ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରେଟ ଡିଗ୍ରୀ ପାଇଁ ଯୋଗ୍ୟ ବିବେଚିତ ହେବାପରେ ଶନିବାର ଦିନ ବୌଦ୍ଧଗଡ ଏନଏସି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ତତ୍ୱାବଧାନରେ ଆୟ।।ଜିତ ଉତ୍ସବରେ ଅତିଥି Continue Reading




