Home Articles posted by odadmin (Page 1102)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧୦: ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଆନୁକୂଲ୍ୟ ରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ସକାଳ ୯ ଘଟିକା ସମୟରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ସଚେତନତା ରା଼ଲି ର ଶୁଭ ଉଦଘାଟନ କରିଥିଲେ । ଏହି ରା଼ଲି ଜ଼ିଲ୍ଲା ସଂଗ୍ରହାଳୟ ଠାରୁ ବାହାରି Continue Reading
Odisha News
ଉତ୍ତରପ୍ରଦେଶ,୨୯/୧୦ : ସଇତାନ ସାଜିଲା ଡେଲିଭରୀ ବୟ। ଏକାଥିବା ଜାଣିବା ପରେ ଘରେ ପଶି ମହିଳାଙ୍କୁ କଲା ଦୁଷ୍କର୍ମ। ରାସନ ସାମଗ୍ରୀ ଦେବାକୁ ଆସି ଅଭିଯୁକ୍ତ ଜଣକ ଏଭଳି ନରକୀୟକାଣ୍ଡ ଘଟାଇଥିବା ଜଣାପଡିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି।ସୂଚନା ମୁତାବକ, ପୀଡ଼ିତା ଏକ ମୋବାଇଲ ଆପ୍ ମାଧ୍ୟମରେ ଘର ପାଇଁ ରାସନ ସାମଗ୍ରୀ ଅର୍ଡର କରିଥିଲେ। ଏହାକୁ ଦେବା ପାଇଁ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା Continue Reading
Odisha News
ଭୁବନେଶ୍ବର,୨୯/୧୦: ଓଲିଉଡ୍ ବିବାଦ ଭିତରେ ଅଭିନେତା ଅରିନ୍ଦମ ରାୟ ରବିବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅଭିନେତା ମନୋଜ ମିଶ୍ରଙ୍କୁ ଅରିନ୍ଦମ ଆହ୍ୱାନ ଦେବା ସହିତ ସବୁ କଥା ଭୁଲିଯିବାକୁ ଅନୁରୋଧ କରିଛନ୍ତି।ସେ କହିଛନ୍ତି ଆମେ ଦୁଇ ଭାଇ ଏକାଠି ହେଲେ ସବୁ ସମସ୍ୟାର ସମାଧାନ ହେଇଯିବ। ବେକାରରେ ଏହି ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ।ଅରିନ୍ଦମ କହିଛନ୍ତି ଯେ, ମନୋଜ ମିଶ୍ରଙ୍କ ଉପରେ ଯଦି କିଛି ବ୍ୟାନର ଚିଠି ନାହିଁ, ତେବେ ଏହି Continue Reading
National News
KOCHI,OCTO 29: Within a few hours of the Kochi Kalamassery convention centre blast on Sunday, a Kochi native named Dominic Martin surrendered himself before the Kodakara police station in Thrissur district. He has claimed responsibility for the bomb blast and is currently undergoing detailed interrogation, according to the sources. Prior to his surrender, Martin made […]Continue Reading
Odisha News
ଭୁବନେଶ୍ବର,୨୯/୧୦: ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ପୂର୍ବରୁ ଏହାର ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍।ସେ କଟକ ତ୍ରିଶୂଳିଆ ଛକରେ ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ସମୟରେ ବିଭିନ୍ନ ବିଭାଗ ଏବଂ ଏଜେନ୍ସି ଦ୍ୱାରା ଅଗ୍ରଗତି ନେଇ ପ୍ରସ୍ତୁତି କାର‌୍ୟ୍ୟ ଠିକ୍ ସମୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୧୦: ବୌଦ୍ଧ କଚେରୀ ପଡିଆ ଠାରେ ଗେହ୍ଳାମାଁ କ୍ଳବ ପକ୍ଷରୁ ଚାଲିଥିବା ଗେହା୍ଳମାଁ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଛି । ଉଦଯାପନ ଦିବସର ଫାଇନାଲ ମ୍ୟାଚ ସମ୍ବଲପୁର ଓ ଆଇଆରବି ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚଟି ବହୁ ଚିତାକର୍ଷକ ହୋଇଥିବା ବେଳେ ଖେଳର ନିଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଗୋଟିଏ ଗୋଲ ଦେଇ ସମାନ ସ୍ଥିତିରେ ରହିଥିଲେ ।ଫଳରେ ଟ୍ରାଇବ୍ରେକର ଜରିଆରେ ଆଇଆରବି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୧୦: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ -୨୦୨୪ ଅବସରରେ ଜିଲ୍ଲାସ୍ତରୀୟ ଏକ ସଚେତନତା ୱାକାଥନ ଏବଂ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି Continue Reading