Home Articles posted by odadmin (Page 1094)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୧୧: ପୂର୍ବାହ୍ନ ୧୦.୩୦ ମି. ସମୟରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଜ଼ିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ ମୋ ସରକାର, ମୁଖ୍ୟ ମନ୍ତ୍ରୀ ଙ୍କ ବାର୍ତ୍ତା, ଦୁର୍ନୀତି ନିବାରଣ ପାଇଁ ନୈତିକ ମୂଲ୍ୟବୋଧ, ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ Continue Reading
Odisha News Sports News
ବେଙ୍ଗାଲୁରୁ,୪/୧୧: ବିଶ୍ୱକପ୍ କ୍ରିକେଟରେ ଆଜି ବର୍ଷା ବାଧିତ ଏକ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନ୍ରେ ପରାସ୍ତ କରିଛି ପାକିସ୍ତାନ। ବର୍ଷା ଯୋଗୁ ପାକିସ୍ତାନ ପୂରା ବ୍ୟାଟିଂ କରିପାରି ନଥିବା ବେଳେ ଡିଏଲ୍ଏସ୍ ନିୟମରେ ମ୍ୟାଚ୍ର ଫଇସଲା ହୋଇଥିଲା।ବେଙ୍ଗାଲୁରୁର ଖେଳା ଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ ୪୦୧ ରନ୍ କରିଥିଲା। ରଚିନ ରବୀନ୍ଦ୍ର ସର୍ବାଧିକ Continue Reading
Odisha News
ନୂଆପଡ଼ା,୪/୧୧: ସନ୍ଧ୍ୟା ପ୍ରାୟ ୬ଟା ହେବ। ଧୀରେ ଧୀରେ ସଞ୍ଜ ନଇଁ ଆସୁଥିଲା। ସାଙ୍ଗମାନଙ୍କ ସହ ଖେଳୁଥିଲା ନୀଳକଣ୍ଠ। ଠିକ୍ ସେହି ସମୟରେ ଝାମ୍ପି ନେଲା କଲରାପତରିଆ ବାଘ।ଶନିବାର ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ନୂଆପଡା ସଦର ରେଞ ଧରମବନ୍ଧା ସେକସନ୍ରେ ଘଟିଛି। ଗତକାଲି ମଧ୍ୟ ସେହି ବାଘ ଜଣେ ମହିଳାଙ୍କୁ ଖାଇଯାଇଥିଲା। ବାଘକୁ ନେଇ ଗାଁରେ ଭୟର ବାତାବରଣ ଖେଳି ଯାଇଛି।କୋଦପାଲି ଗାଁ ଦାଣ୍ଡରେ ଛୋଟ ଛୋଟ ପିଲାମାନେ ଖେଳୁଥିଲେ। ମୌଜ ମଜ୍ଲିସ୍ କରୁଥିଲେ। Continue Reading
Business News Sports News Top Stories
By Swagatika Das Angul, Nov.4 : The highly anticipated Volleyball Tournament 2023, hosted by the Jindal Officer Club (JOC) of Jindal Steel and Power (JSP), Angul, reached a successful conclusion on the 3rd November evening. In a thrilling display of skill and teamwork, Team Royal Dynamos, comprising of players hailing from HR, Secretariat, F&A, Audit, […]Continue Reading
Odisha News Ollywood News
ଭୁବନେଶ୍ୱର,୪/୧୧ : ବିବାଦ ବଢ଼ିବାରୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍ ପୁଲିସ୍।ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଜୋନ୍-୧ ଏସିପି ମାନସ ଗଡ଼ନାୟକ।ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ Continue Reading
Odisha News
ଭୁବନେଶ୍ୱର, ୪/୧୧ : ‘ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।’ ଆଜି କିଛି ଏଭଳି ଭାବେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ।ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ । ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଆଖପାଖ ଅଞ୍ଚଳରେ ରହିବା, ଉକ୍ତ ଅଞ୍ଚଳ […]Continue Reading