Home Articles posted by odadmin (Page 109)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୮/୬ : ଖୋରଧା ରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥ‌ିବା ନୂଆ ବସଷ୍ଟାଣ୍ଡର ନବକଳେବର ହେବାକୁ ଯାଉଛି।ଏଠାରେ ନିର୍ମାଣ ହେବ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ, ଯେଉଁଥିରେ ଯାତ୍ରୀମାନେ ବିମାନବନ୍ଦର ଭଳି ସୁବିଧା ପାଇବେ। ପାଞ୍ଚ ମହଲା ବିଶିଷ୍ଟ ହେବ ନୂଆ ବସଷ୍ଟାଣ୍ଡ।ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୧୧୭ କୋଟି ୭୭ ଲକ୍ଷ ୯୭ ହଜାର ୬୫୪ ଟଙ୍କା ମଞ୍ଜୁର କରିଥିବା ବେଳେ, ରାଜ୍ୟ ପୁଲିସ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୬ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ “SIR– Special Intensive Revision ( ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ)” କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ସଫଳ ଭାବେ କାର୍ଯ୍ୟନ୍ୱୟନ ହେଉଛି।ଏହି ବିଶେଷ ସଂଶୋଧନ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ କରିବା।ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୮୫-କଣ୍ଟାମାଳ ଓ ୮୬-ବୌଦ୍ଧ ବିଧାନସଭା କ୍ଷେତ୍ର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଙ୍କଭୁବନେଶ୍ୱର,୭/୬:ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରୁଥିବା ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କୁ ମିଳିବ ମାଗଣାରେ ତାଲିମ । ଏଥିପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,ଆସନ୍ତା ଜୁନ୍ ୨୮, ୨୦୨୬ରେ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ୨୦୦ ଆଶାୟୀଙ୍କୁ ଏହି ସୁଯୋଗ ମିଳିବ । ଆଶାୟୀ ପରୀକ୍ଷାର୍ଥୀଙ୍କୁ ୧୧ ମାସ ଯାଏ Continue Reading
National News
New Delhi, Jun 7 :  Congress leader Rahul Gandhi on Sunday praised whistleblower student Sarthak Sidhant and his associate Nisarga Adhikary for exposing what he described as a “collusion” between the Central Board of Secondary Education (CBSE) and Coempt, saying that while Prime Minister Narendra Modi wants young people to keep “making reels and frying Continue Reading
Odisha News
କନ୍ଧମାଳ, ୭/୬ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ।ଗତକାଲି ଶ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ବିପୁଳ ସଂପତ୍ତି ଠାବ କରିଥିଲା। ସେଥିମଧ୍ୟରେ ରହିଛି ୫ଟି କୋଠା ଓ ୧୪ଟି ଦାମୀ ପ୍ଳଟ୍‌। ତାଙ୍କଠାରୁ ୨.୦୪ କୋଟିରୁ ଅଧିକ ନଗଦ ଟଙ୍କା ଓ ୫୦୦ ଗ୍ରାମର ସୁନା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୬ : ବଲାଙ୍ଗିର ସହର ସୁଷ୍କାଞ୍ଚଳ ଭାବେ ପରିଗଣିତ।ବର୍ଷ ବର୍ଷ ଧରି ବଲାଙ୍ଗୀର ସହରରେ ଥିବା ଜଳାଶୟ ଗୁଡ଼ିକ ସଫା ହେଉ ନ ଥିବାରୁ ପଙ୍କ ରେ ପ୍ରାୟ ପୋତି ହୋଇଯାଇଥିଲା।ବିଭିନ୍ନ ସମୟରେ ରାଜନେତା ମାନେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟକୁ ଅଣ ଦେଖା କରି ନିଜ ନିଜ ଭିତରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ବେଳେ ବଲାଙ୍ଗିରର ବିକାଶ ରେ ବାଧା ଉପୁଜୁଥିବା ପରିଲକ୍ଷିତ ହେଉଥିଲା।ବଲାଙ୍ଗୀର ସହରରେ ଚଳିତବର୍ଷ ୧୧ଟି Continue Reading
Business News National News
NEW DELHI, JUN 7 : Domestic cooking gas prices have been increased by Rs 29 per 14.2-kg cylinder with effect from June 7, marking the second hike in three months as state-owned fuel retailers continue to face pressure from elevated global energy costs, news agency PTI reported, citing industry sources. With the revision, the price […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୬: ଜୋନ ସଭାପତି ଚୟନ ପାଇଁ ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ସାଙ୍ଗଠନିକ ବୈଠକ ।ଜୁନ ୨୫ ମଧରେ ସାରିବା ପାଇଁ ବ୍ଲକ ସଭାପତି ମାନଙ୍କୁ ପ୍ରସ୍ତାବ ଦେଲା ଜିଲ୍ଲା କଂଗ୍ରେସ ନୟାଗଡ଼ ଜିଲ୍ଲା ବ୍ୟାପି ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ/ମଣ୍ଡଳ ମାନଙ୍କରେ କଂଗ୍ରେସ ସଭାପତି ଚୟନ ପାଇଁ ସାଙ୍ଗଠନିକ ବୈଠକ ଆୟୋଜନ କରାଯାଇ ବ୍ଲକ କଂଗ୍ରେସ ସଭାପତି ମାନେ ପ୍ରତ୍ୟେକ ଜୋନରୁ ସଭାପତି ପାଇଁ ଅନ୍ୟୁନ ତିନି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୬ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ବୌଦ୍ଧ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଭୋଟରମାନଙ୍କ ନିକଟରେ ଗଣନା ଫର୍ମ (EF) ପହଞ୍ଚାଇବା ଓ ଏହାର ସଠିକ୍ ପୂରଣ ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ରସ୍ତରରେ ସକ୍ରିୟ ଭାବେ ତଦାରଖ କରୁଛନ୍ତି।ଏହି Continue Reading