Home Articles posted by odadmin (Page 107)
Odisha News
ନୂଆପଡ଼ା, ୪/୧୧: ନୂଆପଡ଼ାରେ ଯାଞ୍ଚ ହୋଇଥିଲା ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିମାନ । ନବୀନଙ୍କ ବିମାନ ଏବଂ ହେଲିକପ୍ଟରକୁ ଯାଞ୍ଚ କରିଥିଲେ ନିର୍ବାଚନ କମିଶନ ।ଆଦର୍ଶ ଆଚରଣବିଧି ଅନୁସାରେ ବିମାନ ଏବଂ ହେଲିକପ୍ଟର ଯାଞ୍ଚ ହୋଇଥିବା ସୂଚନା ମିଳିଛି । ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ଯାଇଥିବା ବେଳେ ନିର୍ବାଚନ ଆଚରଣବିଧି ଅଧାରରେ ଅନୁଧ୍ୟାନ କରିଥିଲେ ଅଧିକାରୀ । ଏ ନେଇ ନୂଆପଡ଼ା ଜିଲ୍ଲାପାଳ ମଧ୍ୟ ‘ଏକ୍ସ’ରେ Continue Reading
Odisha News
ଆଠଗଡ଼, ୪/୧୧ : ବାବା ଧବଳେଶ୍ଵରଙ୍କ ପୀଠରେ ବିତରଣ ହେଲା ଗଜ ଭୋଗ । ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ ।ଗତକାଲି ମଧ୍ୟରାତ୍ରୀରେ ମନ୍ଦିରର ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ ପରେ ତ୍ରୟୋଦଶୀ ଓ ଚତୁର୍ଦଶୀର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ସେବାୟତ ଗଜଭୋଗ ଲାଗି କରିଥିଲେ । ସଂସାରର ମଙ୍ଗଳ କାମନା କରି ହରିବୋଲ ଦେବା ପରେ ଗଜଭୋଗ ବିତରଣ କରାଯାଇଥିଲା ।ପୀଠରେ ଉଜାଗର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୩/୧୧ : ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଲେ ଯେ ପଲ୍ଲୀରେ ପ୍ରଶାସନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବା ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀ ମାନଙ୍କୁ ବହୁ ମାତ୍ରାରେ ଉପଲବ୍ଧ ହେଉଛି Continue Reading
National News
NEW DELHI, NOV 3 : The influence of Nehru-Gandhi dynasty has cemented the idea that political ladership can be a birthright, Congress MP Shashi Tharoor said. “For decades, one family has towered over Indian politics. The influence of the Nehru-Gandhi dynasty – including independent India’s first prime minister, Jawaharlal Nehru, prime ministers Indira Gandhi and […]Continue Reading
National News
AHMEDABAD, NOV 3 : In a breakthrough, Gujarat CID (Crime) and the Railways’ Cyber Centre have busted a Rs 200 crore cybercrime racket, stretching from Gujarat to Dubai. Six accused have been arrested in what officials call one of India’s most organised cyber-fraud syndicates, masterminding scams, converting stolen money into cryptocurrency, and funnelling it abroad […]Continue Reading
Odisha News
ନରସିଂହପୁର,୧୧/୩ : କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ହୋଇଥିବା ବେଳେ ଜଣେ ନାବାଳିକା ବୋଲି ଜଣାପଡିଛି।ମିଳିଥିବା ସୂଚନା ମୁତବକ, ୨ଜଣ ନାବାଳକଙ୍କ ସହ ଜଣେ ନାବାଳିକା ପାଇଖାନା ଟାଙ୍କି ପାଖରେ ଖେଳୁଥିଲେ। ହେଲେ ଅସାବଧାନ ଯୋଗୁ ଗୋଡି ଖସି ୩ଜଣ ଶିଶୁ ପାଇଖାନା ଟାଙ୍କିରେ ପଡ଼ି ଯାଇଥିଲେ। […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ , ୩/୧୧ : କଟକ ଐତିହାସିକ ୩୦୦୦ ବର୍ଷର ବାଲିଯାତ୍ରା ରେ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଓଡ଼ିଆ ଭାଷା କୁ ପ୍ରଚାର ପ୍ରସାର ପାଇଁ ଥିଙ୍କର୍ଷ କ୍ଲବ ତରଫରୁ ବରଦା ଦାସ ଦୁଇଟି ପୁସ୍ତକ ଦାନ କେନ୍ଦ୍ରରେ ଏକଶତ ପନ୍ଦର ପୁସ୍ତକ ପତ୍ରିକା ସ୍ମରଣିକା ଆଦି ପ୍ରଦାନ କରିଛନ୍ତି।ଜିଲ୍ଲା ପ୍ରଶାସନ ର ଏ ଅଭିନଵ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଥିଙ୍କର୍ଷ କ୍ଲବ ସଭାପତି ବରଦା ଦାସ ଜଣାଇ ଛନ୍ତି।ଏହାଦ୍ୱାରା ଗରିବ ମେଧାବୀ […]Continue Reading
Top Stories
By Nalini Sahu Bhubaneswar, Nov. 3: Vedanta Aluminium, India’s largest producer of aluminium, has reinforced its commitment to improving the quality of education in rural Odisha through its flagship initiative, Project Vidya. As part of this endeavour, the company has extended academic support to over 600 students of Classes 9 and 10 across government schools […]Continue Reading
Odisha News
ଭୁବନେଶ୍ୱର/ନୂଆପଡ଼ା,୩/୧୧ : ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ ଜିରୋ।ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇନାହାନ୍ତି। ରାଜ୍ୟରେ ବିକାଶ ପୂରା ବନ୍ଦ। ସେମାନେ ଗେମ୍ ଚେଞ୍ଜର ନୁହନ୍ତି, ନେମ୍ ଚେଞ୍ଜର। ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। Continue Reading