Home Articles posted by odadmin (Page 103)
Odisha News
ଭୁବନେଶ୍ବର,୮/୧୧ : ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍ ।କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି।Continue Reading
Odisha News
କଟକ, ୮/୧୧ : ବାଲିଯାତ୍ରାରେ ଆକ୍ସନ ମୋଡରେ ଖାଦ୍ୟ ସୁରକ୍ଷା ବିଭାଗ । ଆଜି ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍ ମଧ୍ୟ କଟାଯାଇଛି ।ସୂଚନା ଅନୁଯାୟୀ, କଟକରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ୨୦୨୫ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା […]Continue Reading
National News
NEW DELHI, NOV 8 : Prime Minister Narendra Modi on Saturday said India is moving fast on the path of development, as he flagged off four new Vande Bharat Express trains from the Banaras railway station in Varanasi, his Lok Sabha constituency. Emphasising that infrastructure is a major factor in the economic growth of developed […]Continue Reading
Odisha News
କଟକ, ୮/୧୧: ଆଜିଠୁ ଆରମ୍ଭ ହେବ ମାଟ୍ରିକ ଫର୍ମ ପୂରଣ। ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନ ଜରିଆରେ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଏଥିପାଇଁ ଫର୍ମ ପୂରଣ କରିବେ। ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର‌୍ୟ୍ୟ କରାଯାଇଛି।ସୂଚନାଯୋଗ୍ୟ ମାଟ୍ରିକ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୮/୧୧ : ଆଜିର ଶିଶୁ ଆଗାମୀ କାଲିର ରାଷ୍ଟ୍ର ନିର୍ମାତାର ସୂତ୍ରଧର। ସୁରଭି ଛାତ୍ରଛାତ୍ରୀ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ଓ ଗୁଣକୁ ପରିଚିତ ଓ ପ୍ରସ୍ଫୁଟିତ କରିବାର ରାଜ୍ୟ ସରକାର, ଶିକ୍ଷ୍ୟା ବିଭାଗର ଏକ ପ୍ରେରଣାଦାୟୀ ଯୋଜନା । ସୁରଭି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ପିଲାଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି ମିଳିଥାଏ ଯାହା ଛାତ୍ରଛାତ୍ରୀ ମାନଙ୍କ ଜିଜ୍ଞାସା ସୃଷ୍ଟି କରି ଆଗକୁ Continue Reading
Odisha News
ମୁମ୍ବାଇ, ୭/୧୧: କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହୋଇଛନ୍ତି। ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି। ଭିକି କୌଶଳ ଏବଂ ତାଙ୍କ ପ୍ରଶଂସକ ଉଭୟ ଶିଶୁର ଆଗମନକୁ ନେଇ ବେଶ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଭିକି କୌଶଳ ତାଙ୍କ ପ୍ରଶଂସକଙ୍କ ସହ ପିତା ହେବାର ଆନନ୍ଦ ବାଣ୍ଟି ଘୋଷଣା କରି କହିଥିଲେ ଯେ କ୍ୟାଟ୍ରିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ଭିକି କୌଶଲଏକ ପୋଷ୍ଟ ସେୟାର କରିଛନ୍ତିଭିକି କୌଶଲ ଏକ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୧୧ : ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ ଏସ ଏମ ଇ) ବିଭାଗ ପକ୍ଷରୁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ତ୍ବରାନ୍ବିତ କରିବା (ଆର ଏ ଏମ ପି) ର ବିଡ଼ି-ଏସପି ହସ୍ତକ୍ଷେପ ଅଧୀନରେ ଗୁଣବତ୍ତା ପ୍ରମାଣନ (ZED/LEAN/ISO) ଉପରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୧୧ : ଶୁକ୍ରବାର ଦିନ ଦିବା ୧୧ ଘଟିକା ସମୟରେ ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ଅଧିକାରୀ ଟେମଲାଲ୍ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୧୧ : ଗତ ମାସରେ ହୋଇଥିବା ତିନିଦିନିଆ ଭାରି ବର୍ଷା ଓ “ମୋନ୍ଥା” ବାତ୍ୟା ଯୋଗୁଁ ରାୟଗଡା ବ୍ଲକର ଅନେକ ଗ୍ରାମରେ ଘର , ଫସଲ ଓ ରାସ୍ତା ନଷ୍ଟ ହୋଇ କ୍ଷତିଗ୍ରସ୍ତ ହୋଇ ପଡିଥିଲା। ଏଭଳି ବିପଦ ସ୍ଥିତିରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି , ସିସିଡି: ଅନୁଷ୍ଠାନ ଓ ଲିନ୍ସି ଫାଉଣ୍ଡେସନ୍ ର ମିଳିତ ପ୍ରୟାସରେ ରାୟଗଡ଼ ବ୍ଲକର ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକଟ ଓ ଲିମରସିଙ୍ଗି ଗ୍ରାମର […]Continue Reading
Odisha News
ନୂଆପଡ଼ା, ୭/୧୧: କମ୍ପୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର । ନୂଆପଡ଼ା ଉପନିର୍ବାଚନ ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ାରେ ନବୀନ ପଟ୍ଟନାୟକ ରୋଡ୍ ଶୋ’ କରିଛନ୍ତି । ଏକ ସ୍ବତନ୍ତ୍ର ବସ୍‌ରେ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଖରିଆ ରୋଡ୍ ଏବଂ ନୂଆପଡ଼ା ବ୍ଲକ୍‌ରେ ନବୀନ ରୋଡ୍ ଶୋ’ କରିଛନ୍ତି ।ନୂଆପଡ଼ାରେ ନବୀନଙ୍କ ରୋଡ୍ ଶୋ’ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । Continue Reading