ମୟୁରଭଞ୍ଜ,୪/୧: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ତେଲ ବୋଝେଇ ଟ୍ୟାଙ୍କର ଘାଟିରୁ ତଳକୁ ଓହ୍ଳାଉଥିବା ବେଳେ ଘାଟି ଉପରକୁ ଉଠୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି ।Continue Reading
ଭୁବନେଶ୍ୱର,୪/୧: ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକାରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରେ ୬ଟି, ଟାଙ୍ଗିରେ ୮ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ ଗଣନାରେ ସାମିଲ ହୋଇଛନ୍ତି ।ଗଣନା ପାଇଁ ୧୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନେ ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ପକ୍ଷୀ ଗଣନା କରୁଛନ୍ତି । ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ […]Continue Reading
ଭିତରକନିକା, ୪/୧: ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ଭିତରକନିକା ବନ୍ଦ । ଆସନ୍ତାକାଲିଠାରୁ ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା।୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ ।ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ […]Continue Reading
By Sukant Mohanty Bhubaneswar, Jan. 4: The row over YouTuber Kamiya Jani refuses to die down as a Brahmin organisation on Wednesday submitted a memorandum to Governor Raghubar Das seeking action against the social media influencer and chief minister Naveen Patnaik’s former private secretary and present Biju Janata Dal (BJD) politician V Karthikeyan Pandian. An […]Continue Reading
By Biswa Bhushan Mohapatra Bhubaneswar, Jan. 3: The Odisha government on Wednesday announced enhancement of the monthly stipend of nursing, pharmacy, and allied medical students. As per the announcement, D.Pharma students will now get a monthly stipend of Rs 500, ANM Rs 2000, B.Sc (N) Rs 5000 for an internship while M.Phil in clinical psychology […]Continue Reading
By Subrat Sarangi New Delhi/ Paradip, Jan. 3: The 19th Paradip Marathon 2024 was conducted by the Gopabandhu Kreeda Sansad of Paradip Port Authority (PPA) on Wednesday on the occasion of 63rd Port Foundation Day with Chief Guest PPA chairman P.L. Haranadh flagging it off at Hanuman Temple Square. Nilabhra Dasgupta, Dy.Chairman, PPA, Y.K.Singh, DIG, […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ବୌଦ୍ଧଜିଲ୍ଲାର ଅତୀତ ଇତିହାସ ବହୁ ପୁରାତନ ଗୌରବମୟ ଏବଂ ତାକୁ ଅନୁଧ୍ୟାନ କରିବାର Continue Reading
NEW DELHI,JAN 3: A total of 511 cases of COVID-19 sub-variant JN.1 have been reported in the country so far with the maximum recorded in Karnataka, official sources said on Wednesday. They said 199 cases have been reported from Karnataka, 148 from Kerala, 47 from Goa, 36 from Gujarat, 32 from Maharashtra, 26 from Tamil […]Continue Reading
NEW DELHI,JAN 3 : Kishor Kanyal, the Shajapur district collector who surrounded himself in controversy after he questioned the “aukat” (status) of a driver amid a protest by truckers, was removed from his post on Wednesday. The decision came from Chief Minister Mohan Yadav, who said such type of language would not be tolerated under […]Continue Reading
ଭୁବନେଶ୍ୱର,୩/୧: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଏହି ମୃତକଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଅନ୍ୟ ୨ ଗୁରୁତର ଏବେ ବି ଉକ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଅଛନ୍ତି। ୨୯ ତାରିଖରେ ଏସିରେ ଗ୍ୟାସ୍ Continue Reading



