Home Articles posted by odadmin (Page 1020)
Odisha News
ଗଞ୍ଜାମ,୬/୧ : ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ନିକଟ ଢ଼ଉଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି।ଗତକାଲି ରାତିରେ ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିଲା ଦିଲଖୁସ ବସ୍ । ଉକ୍ତ ସମୟରେ ଆସିକା ଅଭିମୁଖେ ଆସୁଥିଲା ହ୍ୱାଇଟ ହର୍ସ ନାମକ ଯାତ୍ରୀବାହୀ ବସ୍। ମାତ୍ର ଢ଼ଉଗାଁ ଛକ ନିକଟରେ ଥିବା Continue Reading
Odisha News
ନୂଆଦିଲ୍ଲୀ, ୬/୧: ଆଜି ଭାରତ ପାଇଁ ଆଉ ଏକ ଐତିହାସିକ ଦିନ। ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି ସୂର୍ଯ୍ୟ ମିଶନ। ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଇସ୍ରୋର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L1। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗ୍ରାଞ୍ଜିଆନ୍ ପଏଣ୍ଟ ବା L1 ପଏଣ୍ଟରେ ପହଞ୍ଚିବ ସୂର୍ଯ୍ୟ ମିଶନ।ସେଠାରେ L1 ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ […]Continue Reading
Odisha News
ଭୁବନେଶ୍ବର, ୬/୧: ହାଇଟେକ ଏସି ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲ୍ଲୀପ ସାମନ୍ତରାୟ। ଗୁରୁତର ଥିବା ଦିଲୀପ ସାମନ୍ତରାୟ ଆଖି ବୁଜିଛନ୍ତି। ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଆଖି ବୁଜିଛନ୍ତି ଦିଲୀପ। ଏନେଇ ହାଇଟେକ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଉଲ୍ଲେଖଯୋଗ୍ୟ, ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣରେ ଜୀବିତଙ୍କୁ ମୃତ, ମୃତଙ୍କୁ ଜୀବିତ ବୋଲି ଭାବିନେବାରୁ ଯାହାସବୁ ହୋଇଥିଲା, ଆଜି ତା’ର ପ୍ରଭାବ ଦେଖିବାକୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମୁଦାୟ ୪୧୯ ଗୋଟି ବୁଥ ଅଧିନସ୍ତ ସମସ୍ତ ମତଦାତାଙ୍କ ଚୂଡାନ୍ତ ଭୋଟର ତାଲିକା ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ମଧୁମିତା ଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରକାଶିତ ହୋଇଛି ।ପ୍ରକାଶନ ପରେ ଏହି ତାଲିକାର ନକଲ ଗୁଡିକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୫/୧: ୦୫/୦୧/୨୦୨୪ ରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚୁଡାନ୍ତ ଭୋଟର ତାଲିକା -୨୦୨୪ ପ୍ରକାଶିତ ହୋଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା – ଜିଲ୍ଲାପାଳ, ବୌଦ୍ଧ ଏହି ସଭାରେ ଅଧକ୍ଷତା କରିଥିଲେ ।୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ – ଜିଲ୍ଲାପାଳ, ବୌଦ୍ଧ ଏହି ଚୁଡାନ୍ତ ଭୋଟରତାଲିକାକୁ ପ୍ରକାଶନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୧: ଦେଢ ବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟ ମହାସିଙ୍ଗି ଗାଁରୁ ନିଖୋଜ ହୋଇଯାଇଥିବା ଜଣେ ବାଳକକୁ ଛତିଶଗଡର ଗରିଆବନ୍ଧ ଜିଲ୍ଲାର ମେନପୁର ଥାନା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ଉଦ୍ଧାର କରିଛି । ଘଟଣା ରୁ ପ୍ରକାଶ ଯେ ୨୦୨୨ ମସିହା ଜୁନ ୬ ତାରିଖ ଦିନ ବାଳକ ଜଣକ ମାମୁଁ ଘରୁ କୌଣସି କାରଣରୁ ମନମାଳିନ୍ୟ ହୋଇ ଘରୁ ଚାଲିଯାଇଥିଲା ପରିବାର ଲୋକ ବହୁ ଖୋଜ […]Continue Reading