Home Articles posted by odadmin (Page 102)
Business News Top Stories
Net profit rises 35% in Q2 to Rs 1,433 crore; highest-ever alumina sales and production recorded By Sukant Mohanty Bhubaneswar, Nov. 8: Navratna Central Public Sector Enterprise (CPSE) National Aluminium Company Limited (NALCO), under the Union ministry of mines, has reported its best-ever quarterly and half-yearly performance in both physical and financial terms for FY Continue Reading
Odisha News
ଗୁରୁଦୟାଲ ହଂସଙ୍କ ରିପୋର୍ଟକଣ୍ଟାବାଞ୍ଜ/ ବଲାଙ୍ଗିର, ୮/୧୧: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର କମେଇମୁଣ୍ଡା ପଂଚାୟତ । ଏହି ପଂଚାୟତରେ କମେଇମୁଣ୍ଡା, ରହେନଭଟା, କୁଆବାହାଲି, ଝରନିପଦର,ମାନ୍ଦଲା ,ପଖନମୁଣ୍ଡା,ପୁଟାପଡା ଗ୍ରାମ ଗୁଡିକ ରହିଛି ।ସମସ୍ତ ଗ୍ରାମ ଗୁଡିକ ଘଂଚ ଜଙ୍ଗଲ ପରିବେଷ୍ଟିତ । ଏହା ଛତରଦାଣ୍ଡି ସଂରକ୍ଷିତ ଜଂଙ୍ଗଲର ପାହାଡ ଘେରି ରହିଛି । ଏକଦା ଏହି ପଂଚାୟତର ସମସ୍ତ ଗ୍ରାମ ମାଓ ପ୍ରଭାବିତ ଥିଲା ।ଫଳରେ ପଂଚାୟତର କୌଣସି ଗ୍ରାମ ଉନ୍ନତି ହେଉ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୧୧ : କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି ।ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ସମାବେଶରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶିବ ନାରାୟଣ ସିଂଙ୍କ ଅଧ୍ୟକ୍ଷତା କରିଥିଲେ ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗ ଦେଇଥିଲେ।ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଙ୍କ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟ ରିପୋର୍ଟଖୋର୍ଦ୍ଧା, ୮/୧୧ : ଶନିବାର ସନ୍ଧ୍ୟାରେ ପି.ଏମ.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଗୁରୁଜଙ୍ଗ, ଖୋର୍ଦ୍ଧାରେ ୨୧ତମ କ୍ଷେତ୍ରୀୟ ବିଜ୍ଞାନ କଂଗ୍ରେସର ୫ ଦିବସୀୟ କାର୍ଯ୍ୟକ୍ରମର ସମାପନ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଛତିଶଗଡ ଓ ଓଡିଶାର ରାଜ୍ୟର ୬ଟି କ୍ଲଷ୍ଟରରୁ ୫୯ ଜଣ ବଛା ବଛା ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମର ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଶଶିକାନ୍ତ ଦାସ, ଡେପୁଟି ଡାଇରେକ୍ଟର (ବାଇ Continue Reading
Odisha News
କଟକ, ୮/୧୧: ଯାହାର ଯେତେବେଳେ ଯିବାର ଥିବ ସିଏ ନିଶ୍ଚିତ ଯିବ । ଘର ଭିତରେ ଥିବାବେଳେ ନେଇଗଲା ଯମ । କଟକ ସହର ମଣି ସାହୁ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣକ ଘରେ ଉପରେ ଅନ୍ୟ ଜଣଙ୍କ ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି ।ମୃତଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ମଧ୍ୟ ରହିଛି । ମୃତକ ମାନେ ହେଲେ ଅବଦୁଲ ଜଲିଲ, ଅବଦୁଲ […]Continue Reading
Odisha News
ନୂଆପଡ଼ା,୮/୧୧ : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରୋଡ୍ ଶୋ’ କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍ ପର୍ଯ୍ୟଁନ୍ତ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍ ଶୋ’ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି। ଖାଲି ଭୁବନେଶ୍ୱରରେ ରହି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୮/୧୧ : ଭାରତର ଲୌହ ମାନବ ଓ ମହାନ୍ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନଙ୍କ ଆୟୋଜକରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ବିରାଟ ଧରଣର ଏକତା ପଦଯାତ୍ରା ସମେତ ବିଭିନ୍ନ କାର‌୍ୟ୍ୟକ୍ରମ ଏକତାମୟ ପରିବେଶ ମଧ୍ୟରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୧୧ : ବିଜୁ ଜନତା ଦଳ ପକ୍ଷରୁ ଦଳ ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦେଶକ୍ରମେ ଅକ୍ଟୋବର ୦୯ତାରିଖରୁ ନଭେମ୍ବର ୦୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେଉଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କମିଟି ପକ୍ଷରୁ ହରଭଙ୍ଗା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଏକ ବିଶାଳ ଜନସମ୍ପର୍କ ଯାତ୍ରା ପୂର୍ବତନ ମନ୍ତ୍ରୀ ବାଚସ୍ପତି ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ Continue Reading