Home Articles posted by odadmin (Page 1017)
Odisha News
ଭବାନୀପାଟଣା,୮/୧: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ଟିକେଟ କଟିବା ପରେ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତାପରେ ବି ସେ ବିଜେଡିରେ Continue Reading
Odisha News
ପାରାଦୀପ, ୮/୧: ପୁଣି ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶୁଣିଲେ ନାହିଁ କେହି, ଆଉ ମଝି ରାସ୍ତାରେ ପ୍ରସବ କଲେ ମହିଳା, ତାପୁଣି ଏକ ଟ୍ରଲି ଉପରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପରେ। ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି ଉପରେ ହିଁ ଜନ୍ମ କରିଦେଲେ ଏକ କନ୍ୟା ସନ୍ତାନ।ହାଡ଼ ଭଙ୍ଗା ଶୀତକୁ ଏପଟେ ପ୍ରସବର ଅସହ୍ୟ ବେଦନା। ରାସ୍ତା ଉପରେ […]Continue Reading
Odisha News
ଭୁବନେଶ୍ୱର,୮/୧ : ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା। ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ଆଦି ସ୍ଥାନରେ ୩ ଶହ ପାର କରିଛି ଇଣ୍ଡେକ୍ସ। ୬ ଟିସହରରେ AIR QUALITY INDEX ବା AQI ୩ ଶହ ପାର କରିଛି। ସେଥିମଧ୍ୟରୁ ବାଲେଶ୍ୱରରର AQI ୩୩୪ ରହିଛି।ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି। ସେହିପରି ଅନୁଗୋଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ […]Continue Reading
Odisha News
ଭୁବନେଶ୍ୱର, ୮/୧ : ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଆଜିଠାରୁ ଦୁଇଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ପରିକ୍ରମା କରିବ ପରିକ୍ରମା ପ୍ରକଳ୍ପ ରଥ। ନାମ ସଂକୀର୍ତ୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ବିଏମସି ଅଞ୍ଚଳ।ପ୍ରତି ୱାର୍ଡର ଜଗନ୍ନାଥ ମନ୍ଦିର କିମ୍ବା ଆରାଧ୍ୟା ଦେବତାଙ୍କ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ Continue Reading
Business News
New Delhi, Jan.7: The government on Sunday said GST officers have detected 29,273 bogus firms involved in fake Input Tax Credit (ITC) claims of Rs 44,015 crore in eight months till December 2023 during a drive against fake registration, which helped save revenue of Rs 4,646 crore. In the October-December quarter, 4,153 bogus firms that […]Continue Reading
Odisha News
ବାଲେଶ୍ୱର,୭/୧ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜଡଝଝ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ନାୟକ ଶନିବାର ରାତିରେ ଖାଇବା ସାରି ତାଙ୍କ ସରକାରୀ କ୍ୱାର୍ଟରକୁ ଶୋଇବାକୁ ଯାଇଥିଲେ।ହେଲେ ଆଜି ସକାଳୁ ଘର ଭିତରେ ତାଙ୍କର ମୃତଦେହ ପଡ଼ିଥିବା ଦେଖି ବାକୁ ମିଳିଥିଲା। ବ୍ଲକ ଅଫିସ କର୍ମଚାରୀ ପ୍ରଥମେ ମୃତଦେହ ଦେଖି ଥିଲେ। ପରେ ବାଲିଆପାଳ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ […]Continue Reading