କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୧: ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୩- ୨୪ କ୍ରମରେ ଅଦ୍ୟ ତା.୧୬.୧.୨୦୨୪ ରିଖ ମଙ୍ଗଳବାର ସକାଳ ଘ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାରୁ ୬୫ ଜଣ ତୀର୍ଥଯାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ଗୋଟି ବସ୍ ଯୋଗେ ବ୍ରହ୍ମପୁର ଗସ୍ତ କରିଥଲେ ।ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରଣାସୀ ଓ ପ୍ରୟାଗ୍ ରାଜ୍ କୁ ଯାଇ ଜାନୁଆରୀ ତା. ୨୨ରିଖ ଦିନ ବୌଦ୍ଧକୁ ପହଞ୍ଚିବାର Continue Reading
MADHYA PRADESH,JAN 16 : On Tuesday afternoon, another cheetah named Shaurya died in Kuno National Park in Madhya Pradesh. This is the 10th death since the cheetahs were reintroduced to India in 2022. The cause of the death is yet to be determined and will be revealed following a post-mortem examination, according to an official […]Continue Reading
ଭୁବନେଶ୍ୱର,୧୬/୧: ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।ଜାନୁଆରି ୨୬ ତାରିଖ ଯାଏ ଲୋକେ ଅନଲାଇନରେ ପଞ୍ଜିକରଣ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଥିବା ଜଣାଯାଇଛି।ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ Continue Reading
ନବରଙ୍ଗପୁର, ୧୬/୧ : କର୍ମଚାରୀଙ୍କୁ ବାହାର କରି ବ୍ଲକ ଅଫିସ୍ରେ ତାଲା ପକାଇଲେ ଜନପ୍ରତିନିଧି। ବିଡିଓଙ୍କ ବଦଳି ନହେଲା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଜନପ୍ରତିଧିମାନେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡା ବ୍ଲକ ଅଫିସ୍ରେ ଦେଖିବାକୁ ମିଳିଛି।ନନ୍ଦାହାଣ୍ଡି ବ୍ଲକ୍ର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ଜନ ପ୍ରତିନିଧିଙ୍କୁ ସରକାରୀ ଯୋଜନା ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ଲୋକ ଦେଖାଣିଆ ଭାବେ ବୈଠକ Continue Reading
ଭୁବନେଶ୍ୱର,୧୬/୧: ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ବଦଳି ହୋଇଛି। ଏଠାରେ କାର୍ଯ୍ୟରତ ଏଚ୍ଆର ବିଶ୍ବାସଙ୍କୁ କୋଲକାତା ବଦଳି ହୋଇଛି। ତାଙ୍କ ସ୍ଥାନରେ ଓଡ଼ିଆ ଝିଅ ମନୋରମା ମହାନ୍ତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ମନୋରମା ବେଶ ଖୁସି ଅନୁଭବ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ Continue Reading
ଯୋଡ଼ା,୧୬/୧: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କୋହ୍ଲ ହୁଣ୍ଡୁଳା ପୋଲ ତଳୁ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ପଥରରେ ଛେଚି ତାକୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜାମୁକୁଣ୍ଡିଆ ଗାଆଁର ଶୁକଦେବ ଲାଗୁରୀ ବୋଲି ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।ମିଳିଥିବା ସୂଚନା ଅନୁଯାୟୀ ଆଜି କିଛି ସ୍ଥାନୀୟ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ପୋଲ ତଳେ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ Continue Reading
CHIEPHOBOZOU,JAN 16: Congress leader Rahul Gandhi on Tuesday said it is difficult for his party’s leaders to attend the January 22 Ram temple consecration ceremony as the BJP and the RSS have turned it into a “political event” centred around Prime Minister Narendra Modi. His remarks at a press conference during the Bharat Jodo Nyay […]Continue Reading
ସୋର, ୧୬/୧: ବାଲେଶ୍ବର ଜିଲ୍ଲା ସୋର ଥାନା ସରସଙ୍ଖ ପଞ୍ଚାୟତ ହାତିଗଡ଼ିଆ ଗ୍ରାମର ଜଣେ ଝିଅ ତାଙ୍କ ବାପା ମା’ଙ୍କୁ ପନିକିରେ ଆକ୍ରମଣ କରିବା ଫଳରେ ଉଭୟ ବାପା ମା ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ଗ୍ରାମର ରଞ୍ଜିତ ସିଂ(୩୮) ଓ ତାଙ୍କ ସ୍ତ୍ରୀ ବୁଦୁନି ସିଂ (୩୨)ଙ୍କ ବଡ଼ ଝିଅ କୁନି ସିଂ (୨୦) ବିବାହ ପରେ ମଧ୍ୟ ବାପଘରେ ଦୁଇବର୍ଷ ଧରି ରହୁଛନ୍ତି।ଗତକାଲି ରାତିରେ ରଞ୍ଜିତ ଓ ତାଙ୍କ ସ୍ତ୍ରୀ […]Continue Reading
KOCHI, JAN 16: Two weeks after a massive women’s rally and roadshow in Thrissur, Prime Minister Narendra Modi will arrive in Kerala on a two-day visit to the state on Tuesday. He will hold a roadshow in Kochi on the first day and address a conference of BJP Sakthi Kendra Pramukhs in the city the […]Continue Reading
ଦେବଗଡ଼, ୧୬/୧: ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ କରାଯାଇଛି। କଂଗ୍ରେସ ପକ୍ଷରୁ ଦେବଗଡ଼ ବନ୍ଦ ଡାକରାକୁ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସମର୍ଥନ କରାଯାଇଛି।ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଚାଷୀ ସଂଘ ସଦସ୍ୟମାନେ ନୀଲବେଣୀସାହି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ବିରୋଧ କରିବା ସହିତ […]Continue Reading




