Home Articles posted by odadmin (Page 1000)
Business News Top Stories
By Subrat Sarangi Jharsuguda, Jan. 20 : The 24th CII Enterprise Odisha 2024 entered its second day at the Exhibition Ground, Jharsuguda, on January 20, 2024, with an insightful discourse on propelling the prosperity of Odisha. The discussions centred around leveraging the state’s vast potential across different sectors to foster economic growth. Distinguished Continue Reading
Business News Top Stories
By Subrat Sarangi Keonjhar, Jan. 20 : A Digital Skill Centre set up by ArcelorMittal Nippon Steel India (AM/NS India) was inaugurated at Keonjhar on  January 18 by Shri T S Shanbhogue, Executive Director, Strategic Projects, AM/NS India. Present on the occasion were Shri Arun Kumar Panda, representative from District Employment Office, Keonjhar and senior […]Continue Reading
Top Stories
By Mahendra Darjee Bhubaneswar, Jan. 20: A year after state health minister Naba Kishore Das was shot dead in broad daylight at Brajarajnagar in Odisha’s Jharsuguda district, an incident of political violence was reported on Thursday night. According to a report, some unidentified attackers threw stones at the vehicle of Odisha state BJP secretary Tankadhar […]Continue Reading
Odisha News
ଭୁବନେଶ୍ୱର,୨୦/୧: ଆଣ୍ଟିବାୟୋଟିକ୍ର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଆଣିବା ପରେ ଆକ୍ସନ ମୁଡକୁ ଆସି ଯାଇଛନ୍ତି ରାଜ୍ୟ ସରକାର।ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ। ଏପରି କଡ଼ା ଚେତାବନୀ ଦେଇଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର।ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ ଦେଲେ, କେଉଁ କାରଣ ପାଇଁ ସେମାନେ Continue Reading
Odisha News
ଚିଲିକା, ୨୦/୧: ଚିଲିକାରେ ଆରମ୍ଭ ହେଲା ଇରାୱାଡି ଡ଼ଲଫିନ ଗଣତି । ମୋଟ ୧୮ଟି ଟିମ ଚିଲିକାର ୪ଟି ଅଞ୍ଚଳକୁ ଯାଇ ଡ଼ଲଫିନ ଗଣତି କରୁଛନ୍ତି । ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରରେ ୧ଟି ଟିମ, ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି ଆରମ୍ଭ କରିଛନ୍ତି।ପ୍ରତ୍ୟେକ ଟିମରେ ୮ ରୁ ୧୦ ଜଣ ସଦସ୍ୟ ରହିଛନ୍ତି ।ସକାଳ ୬ଟାରେ ଗଣତି ଆରମ୍ଭ ହୋଇଛି। ଏହି ଡଲଫିନ ଗଣନା ୧୮ଟି […]Continue Reading
Odisha News
ବାଲେଶ୍ୱର, ୨୦/୧ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୃ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଜୟନାରାୟଣ ଭୁବନେଶ୍ୱର ଏମସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଗତ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ସେ ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ Continue Reading
Odisha News
ପୁରୀ,୨୦/୧: ଆଜି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା। ଘରେ ଘରେ ପ୍ରତ୍ୟକ ହିନ୍ଦୁ ମାନଙ୍କ ଆରାଧ୍ୟ ସୂର୍ଯ୍ୟ ଭଗବାନଙ୍କ ପୂଜା ଅନୁଷ୍ଠିତ ହେଉଛି। ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି।ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ Continue Reading