Home Articles posted by odadmin
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୪/୪: ରଣପୁର ପ୍ରଜା ଆନ୍ଦୋଳନର ମହାନ୍ ସଂଗ୍ରାମୀ ଶହୀଦ ରଘୁ-ଦିବାକରଙ୍କ ପାଇଁ କେବଳ ରଣପୁର ନୁହେଁ, ଖୋରଧା ମାଟି ଗୌରବାନ୍ବିତ।ରଣପୁର ବ୍ଲକ୍ ବାଦଭୂଇଁ ଗ୍ରାମରେ ୧୯୧୦ ଜୁଲାଇ ୧୦ ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାନ୍ତି ଓ ଗଡ଼ବାଣୀକିଲ ଗ୍ରାମରେ ୧୯୧୧ ନଭେମ୍ବର ୩୦ରେ ଜନ୍ମ ଗ୍ରହଣ କରିଥିବା ଦିବାକର ପରିଡ଼ା ଏକଦା ଖୋରଧା ହାଇସ୍କୁଲର ଛାତ୍ରଥିଲେ।ଏହି ପରିପ୍ରେକ୍ଷୀରେ ଉଭୟଙ୍କ ଫାଶୀ ଦିବସ ଖୋରଧା ବିଜେବି Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୪/୪ : ଲୋଇସିଂହା(୪।୪)ବରଗଡ ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି।ଦୁର୍ଘଟଣା ସ୍ଥଳ ରେ ଡ୍ରାଇଭର ଗଣେଶ ନାଗ(୩୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସମୀର ଖାଲକେ(୩୫)ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ଖବର ପାଇ ଲୋଇସିଂହା ଓ ବଲାଙ୍ଗୀର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।ମୃତ ଓ ଗୁରୁତର Continue Reading
Business News Top Stories
By Our Correspondent Bhubaneswar, April 4: TP Central Odisha Distribution Limited (TPCODL) celebrated Odisha Dibasa with great enthusiasm, commemorating the rich art, culture, heritage and traditions of the state, as a tribute to the visionary leaders whose relentless efforts led to the formation of Odisha as a separate linguistic state, marking a significant chapter in Continue Reading
Business News Top Stories
By Mahendra Darjee Sambalpur, April 4: IIM Sambalpur, one of India’s premier management institutions, celebrated its 10th Annual Convocation, with 416 students receiving their degrees across 5 programmes. The 76%-women-graduating batch had 314 students from the MBA batch (2024–26), 39 from the Executive MBA batch (2023–25), 36 from Executive MBA batch (2024–26), 17 from Continue Reading
Odisha News
ଭୁବନେଶ୍ୱର, ୪/୪ : ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି।ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ସ୍ଥାନୀୟ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଖଡି ଓ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୪ : ଶୁକ୍ରବାର ରାତି ୯ ଘଣ୍ଟା ସମୟରେ ବଲାସିଙ୍ଗା ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ବଡ଼ା ଖାନା ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ବୁଦ୍ଧଦେବଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।ଉକ୍ତ ବଡ଼ା ଖାନା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୪ : ଓଡ଼ିଆ ପକ୍ଷ- ୨୦୨୬ ପାଳନ ଅବସରରେ ଆଜି ଏହି ପକ୍ଷ ପାଳନର ତୃତୀୟ ଦିବସରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବ ଧାର୍ଯ୍ୟ ଦିବସ ପାଳନ ପ୍ରକାରେ ପାଳିତ ହୋଇଥିଲା ” ଆମ ପୋଷାକ ଆମ ପରିଚୟ ” କାର୍ଯ୍ୟକ୍ରମ ।ହସ୍ତତନ୍ତ ଓ ପାରମ୍ପରିକ ପୋଷାକ ପିନ୍ଧି ସମସ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୪ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥିମାନେ ଶ୍ରୀ ଗଣେଶ ଠାକୁରଙ୍କ ଠାରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା ।ଏହି ଅବସରରେ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ବୀରେନ୍ଦ୍ର କୁମାର Continue Reading
Odisha News
ବଲାଙ୍ଗୀର, ୪/୪ : ବଲାଙ୍ଗୀର ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରୁ ବିଡ଼ା ବିଡ଼ା ଟଙ୍କା ଜବତ । ତିରୁପତିରୁ ରାୟପୁର ଅଭିମୁଖେ ଯାଉଥିବା ଟ୍ରେନର ଏକ ବଗି ଭିତରୁ ରେଳ ଅଧିକାରୀ ଜଣେ ବଙ୍ଗୀୟ ଯୁବକଙ୍କ ନିକଟରୁ ୪୦ ଲକ୍ଷ ଟଙ୍କା ଜବତ କରିଛି ।ଏହି ଟଙ୍କା କୁଆଡ଼େ ଯାଉଥିବା ତାହା ଏକ ବଡ଼ ପ୍ରଶ୍ନ । ଉକ୍ତ ଯୁବକ ଜଣକ ହେଲେ ପ୍ରଭାତ ସାମୁଏଲ୍ । ତାଙ୍କ ଘର ପଶ୍ଚିମବଙ୍ଗରେ । ଆଜି ଆୟକର […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାମନବମୀ ଦିନ ଶିକପଡା ରାମଘାଟି ନିକଟରେ ହୋଇଥିବା ଲୁଟ୍‌ତରାଜ ଘଟଣାର ପର୍ଦ୍ଦାଫାଶ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ଫୁଲବାଣୀ ସଦର ଓ ଖଜୁରୀପଡ଼ା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଚୋରା ବାଇକ୍, ମୋବାଇଲ୍ ଓ ମାରଣାସ୍ତ୍ର ଜବତ Continue Reading