Odisha News

୪ ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ ସେବା କର୍ମଚାରୀ: ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୩୧/୧:୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟସରକାର ଅନୁମୋଦନ କରିଛନ୍ତି । ଆଞ୍ଚଳିକ କନେକ୍ଟିଭିଟି ସ୍କିମ (ଆରସିଏସ) – ୟୁଡିଏଏନ୍ ଯୋଜନାରେ ୪ଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ ସୃଷ୍ଟି ପାଇଁ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଝାରସୁଗୁଡ଼ା ଉତକେଲା, ରାଉରକେଲା, ଏବଂ ଜୟପୁର ବିମାନବନ୍ଦର ପାଇଁ ଏହି ପଦବୀ ସୃଷ୍ଟି କରାଯିବ।
ଏହି ୫୦ଟି ପୋଷ୍ଟ ମଧ୍ୟରୁ ୯ଟି ଲେଖାଏ ପଦବୀ ଉତକେଲା ଏବଂ ଜୟପୁର ବିମାନବନ୍ଦର ପାଇଁ ହୋଇଥିବା ବେଳେ ୧୬ଟି ଲେଖାଏ ପଦବୀ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପାଇଁ ହୋଇଥିବା ସୂଚନା ମିଳିଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିକଟରେ ତିନୋଟି ଅଗ୍ନିଶମ କେନ୍ଦ୍ର ରାଜ୍ୟର ତିନୋଟି ପ୍ରିମିୟର ମେଡିକାଲ କଲେଜ କଟକ, ବ୍ରହ୍ମପୁର ଏବଂ ବୁର୍ଲାରେ କାର୍ଯ୍ୟକ୍ଷମ ହୋଇଛି।
ଏହା ବ୍ୟତୀତ ଭଦ୍ରକର ତିହିଡି ଏବଂ ଯାଜପୁର ଜିଲ୍ଲାର ବରୁଆଁରେ ଆଉ ଦୁଇଟି ଫାୟାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି। ଏହି ଷ୍ଟେସନଗୁଡିକ ଅନ୍ୟାନ୍ୟ ଫାୟାର ଷ୍ଟେସନରେ କର୍ମଚାରୀଙ୍କ ଦ୍ୱାରା ଚାଲୁଥିଲା । ଗତ ଡିସେମ୍ବର ମାସରେ ରାଉରକେଲା ବିମାନବନ୍ଦରରେ ୧୬ ଜଣ ଅଗ୍ନିଶମ ସେବା କର୍ମଚାରୀ ନିୟୋଜିତ ହୋ

Related Posts

Seo wordpress plugin by www.seowizard.org.