Odisha News ଅଭିନେତା ବିଜୟ ମହାନ୍ତି ଙ୍କ ଦେହାନ୍ତ ଭୁବନେଶ୍ୱର,୨୦/୭: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସୋମବାର ରାଜଦଧାନୀର କେୟାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ନିକଟରେ ସେ ହାଇଦ୍ରାବାଦରୁ ଓଡିଶା ଆସିଥିଲେ । Tags: bijay mohanty Bollywood actor Post navigation Previous Previous post: ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ୪୫୭ କରୋନା ସଂକ୍ରମିତNext Next post: Bijay Mohanty – The tall tree of Ollywood passes away Related Posts ମଳଦ୍ବାରରେ ଏୟାର ପାଇପ୍ ପୂରାଇ ଦେବାରୁ ସୋରୁମ୍ କର୍ମଚାରୀଙ୍କ ମୃତ୍ୟୁ ଭତ୍ତା ଟଙ୍କା କୁ ଅପେକ୍ଷା କରି ଆଖି ବୁଜିଲେ ବୃଦ୍ଧା , ଦଶାହରେ ୧ ହଜାର ଧରାଇ ଦେଲେ, ମିଳୁ ନ ଥିଲା ରାଶନ ସାମଗ୍ରୀ। ଏହା ଏକ ସମ୍ବେଦନଶୀଳ ଘଟଣା- ବିଡ଼ିଓ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥକୁ ଟାଣିଲେ ମହିଳା ଶ୍ରଦ୍ଧାଳୁ