Odisha News

ବହିରା ଗ୍ରାମ ପଞ୍ଚାୟତରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଏଵଂ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୩: ବୁଧବାର ୧୦ ଟା ସମୟରେ ବହିରା ଗ୍ରାମ ପଞ୍ଚାୟତରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଏଵଂ ସହାୟତା ଉପକରଣ ବଣ୍ଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୧୩ ଜନ ହିତାଧୀକାରୀ ଅଂଶଗ୍ରହଣ କରିଥିଲେ ଏଵଂ ସେଥି ମଧ୍ୟରୁ ୩୨ ଜଣଙ୍କୁ ଙ୍ଗଷରରକ୍ଷ ମଷବସକ୍ସ ଏବଂ ୩ ଜଣଙ୍କୁ ଗ୍ଧକ୍ସସମଚ୍ଚମକ୍ଷର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ରାଜିନ୍ଦ୍ର କିଶାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବୌଦ୍ଧ ଏଵଂ ଶ୍ରୀଯୁକ୍ତ ଯୁଗଳ କିଶୋର ବିଶ୍ଵାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ତତସହିତ ଶ୍ରୀ ଯଯାତୀ କେଶରୀ ମଲ୍ଲିକ, ସରପଞ୍ଚ ବହିରା ଗ୍ରାମ ପଞ୍ଚାୟତ ଯୋଗଦାନ କରିଥିଲେ, ଏଵଂ ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ସାନନ୍ଦ ସାହୁ , ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ବୌଦ୍ଧ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ, ଏବଂ ଶ୍ରୀଯୁକ୍ତ ରଞ୍ଜିତ୍ ମହାନ୍ତି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

ଭୋଇ ଭିନ୍ନକ୍ଷମ ଶିବିର ଏଵଂ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Related Posts