Odisha News

ବଡ଼ ମ୍ୟାଚ୍ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଅଧିନାୟକ ସୂର୍ଯ୍ୟକୁମାର ଓ କୋଚ୍ ଗୌତମ ଗମ୍ଭୀର

ଭୁବନେଶ୍ୱର,୯/୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି। ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି।
ସେଠାରେ ମହାପ୍ରଭୁଙ୍କ ଦର୍ଶନ ସାରି କଟକ ଯିବେ ବୋଲି ଜଣାପଡ଼ିଛି। ଅଧିନାୟକ ସୂର‌୍ୟ୍ୟକୁମାର ଯାବ ତାଙ୍କ ସ୍ତ୍ରୀଙ୍କ ସହ ପୁରୀ ଯାଇଛ୍‌ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, କୂଲଦୀପ ଯାଦବ ମଧ୍ୟ ଯାଇଛନ୍ତି।

Related Posts