Odisha News

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ସମାରୋହ

ବରଦା ଦାସଙ୍କ ରିପୋର୍ଟ
କଟକ, ୩୧/୧୦: ୧୯୩୬ ନଭେମ୍ବର ୩୦ ତାରିଖ ଦିନରେ ବିଶ୍ଵ କୁ ସଡଜ୍ଞାନର ଆଲୋକ ବିତରଣ ପାଇଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏ ଉପଲକ୍ଷେ ବେପାରୀ ସାହି ଶାଖାରେ ଏକ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।
ପୋଲିସ ଡି ଏସ ପି ଲଳିତା ପଣ୍ଡା ,ବି କେ ସୁଲୋଚନା, ନାଥମଲ୍,ଆନନ୍ଦ ଭାଇ,ନଗେନ୍ଦ୍ର ଭାଇ,ପ୍ରଭାସ ଭାଇ,ବରଦା ଭାଇ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଆତ୍ମା ର ପ୍ରଦୀପ ପ୍ରଜ୍ବଳିତ କରି ଜ୍ଞାନ ର ଆଲୋକ ବିଶ୍ୱରେ ବାଣ୍ଟିବା ଏହି ଅନୁଷ୍ଠାନ ର ମୂଳ ଉଦ୍ଦେଶ୍ୟ ।
ମଣିଷ ସୁଖ ଶାନ୍ତି ପାଇଁ ଆଜି ବ୍ୟକୁଳୀ ତ । ତାହାକୁ ଏଠାରେ ପାଇ ହେବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ ।
ଏକ ସଙ୍ଗେ ଧନ୍ଵନ୍ତରି ,ଲକ୍ଷ୍ମୀ, କାଳୀ ଙ୍କୁ ଏହି ସମୟରେ ଆରାଧନା କରାଯାଏ ବୋଲି ସୁଲୋଚନା ଭଉଣୀ କହିଥିଲେ ।
ବି କେ ଝୁନୁ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ । ଶେଷରେ ନୃତ୍ୟ, ପିଲା ମାନଙ୍କ ଭାଷଣ, କେକ କଟା,ସମୂହ ପ୍ରଦୀପ ଜ।ଳିଥିଲେ । ଶେଷରେ ବି କେ ଛୋଟୁ ଧନ୍ୟବାଦ୍ ଦେଇଥିଲେ ।
ବି କେ ପ୍ରତିମା,ଜୟନ୍ତୀ ଆଦି ପରିଚାଳନାରେ ସହାୟତା କରିଥିଲେ । ସମସ୍ତେ ପ୍ରସାଦ ସେବନ କରି ଥିଲେ । ପରିସରରେ ସୁନ୍ଦର ଝୋଟି ଓ ଆଲୋକ ରେ ଆଶ୍ରମ କୁ ସଯା ଯାଇଥିଲା । ବହୁ ଭାଇ ଭଉଣୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.