Odisha News

ସମୁଦ୍ର ଭିତରେ ଭୂମିକମ୍ପ

ନୂଆଦିଲ୍ଲୀ, ୫/୧୧: ସମୁଦ୍ର ଭିତରେ ଭୂମିକମ୍ପ । ବଙ୍ଗୋପସରଗରରେ ରିକ୍ଟର ସ୍କେଲରେ ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ଆଜି ସକାଳ ୮ଠଟା ୩୨ରେ ଏହି ଭୂକମ୍ପ ହୋଇଥିବା ନେଇ ଏନ୍‌ସିଏସ୍ ସୂଚନା ଦେଇଛି ।
ବାଂଲାଦେଶର ରାଜଧାନୀ ଢ଼ାକାରେ ଏହି ମୃଦୁ କମ୍ପନ ଅନୁଭୂତ ହୋଇଥିବା ବେଳେ କେନ୍ଦ୍ରସ୍ଥଳ ଢ଼ାକାର ଦକ୍ଷିଣପଶ୍ଚିମ ଠାରୁ ୫୨୯କି.ମି ଦୂର ବୋଲଇ ଜଣାପଡିଛି । କୋକ୍ସ ବଜାରର ନକ୍ଷିଣ ପୁର୍ବକୁ ୩୪୦ କି.ମି. ଦୂରରେ କେନ୍ଦ୍ର୍ରୀଭୂତ ହୋଇଥିବା ବେଳେ ଚିଟାଙ୍ଗ ଠାରୁ ଦକ୍ଷିଣପଶ୍ଚିମକୁ ୩୭୯କି.ମି. ଦୂରରେ କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.