Odisha News

ଶୁଭେଚ୍ଛା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁB++ମାନ୍ୟତା

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୧/୧୧: ଶିକ୍ଷା ଓ ଶୈଖିକ ବାତାବରଣର ବିକାଶ ପରେ ନାକ ଟିମ୍ ଦ୍ବାରା ଯାଞ୍ଚ ପ୍ରକିୟାର ଫଳାଫଳପରେ ଛାତ୍ରଛାତ୍ରୀ, ଅଭିଭାବକ, ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିଛିଦିନ ତଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍ ଟିମ୍ ଦୁଇ ଦିନିଆ ଗସ୍ତରେ ଆସିଥିଲେ।
ମହାବିଦ୍ୟାଳୟର ଭିତ୍ତିଭୂମୀ, ଶିକ୍ଷା ବ୍ୟବସ୍ଥା ଏବଂ ଆନୁସଙ୍ଗିକ ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ‘B++’ ମାନ୍ୟତା ଦେଇଛନ୍ତି ।
ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବର ‘B+’ ଗ୍ରେଡରେ ରହିଥିବା ବେଳେ ଏବେ ଏହି ମାନ୍ୟତାରେ ଅଭିବୃଦ୍ଧି ଘଟିଥିବା ସୂଚନା ମିଳିଛି । ୨୦୨୭ମସିହା ନଭେମ୍ବର ୮ତାରିଖ ପର‌୍ୟ୍ୟନ୍ତ ସ୍ୱୟଂଶାସିତ ମହାବିଦ୍ୟାଳୟ ଆକ୍ରିଡେସନ୍ ଭାଲିଟ୍ ପ୍ରାପ୍ତି ହୋଇଥିବା ଜଣାପଡିଛି।

Related Posts

Seo wordpress plugin by www.seowizard.org.