Odisha News

ରାଜ୍ୟରେ ଠିକାରେ ଚାଲିଛି ଡାକ୍ତରୀ ସେବା; ୫୨୪୮ ପଦବୀ ପୂରଣ ପାଇଁ OPSCକୁ ଚିଠି

ଭୁବନେଶ୍ୱର, ୮/୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ୯୫୦୩ ଡାକ୍ତର ପଦବୀ ଖାଲିପଡ଼ିଛି। ୬୨୭୧ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତଏବଂ ୫୦୦୩ ସ୍ଥାୟୀ ନିଯୁକ୍ତି ଡାକ୍ତର। ତେବେ ୫୨୪୮ ପଦବୀ ପୂରଣ ପାଇଁ OPSCକୁଚିଠି କରାଯାଇଛି।

Related Posts