Odisha News

ରାଜଧାନୀରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ! ବିଚ୍ ରାସ୍ତାରେ ଖଣ୍ଡାରେ କାଟିଲେ କେକ୍

ଭୁବନେଶ୍ୱର ୨୮/୧୧: ଭୁବେନଶ୍ୱର ଖଣ୍ଡାରେ ଜନ୍ମଦିନ କେକ କାଟିବା ମାମଲାରେ ପୋଲିସର ଆକ୍ସନ । ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ନୟାପଲ୍ଲୀ ଥାନା ପୋଲିସ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ଥାଉକି, ସୋସିଆଲ ମିଡ଼ିଆରେ ନିଜର ଦାଦାଗିରି ଜାହିର୍ କରିବାକୁ ଏମିତି ଉଦ୍ୟମ କରିଥିଲେ କିଛି ଯୁବକ । ଏପରିକି କେକ କାଟିବା ପରେ ସେ ଦୃଶ୍ୟକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତେବେ ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

Related Posts

Seo wordpress plugin by www.seowizard.org.