Odisha News

ମଇଁଷି ପଲ ଉପରେ ମାଡ଼ିଗଲା ଟ୍ରେନ୍,୨୭ ମଇଁଷିର ଚାଲିଗଲା ପ୍ରାଣବାୟୁ

ରାୟଗଡ଼ା,୨୩/୪: ରାୟଗଡା ପିତାମହଲ ଗାଁ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘିଟିଥିବା ଜଣାପଡ଼ିଛି । ମଇଁଷି ପଲଙ୍କ ଉପରେ ଟ୍ରେନ୍‌ ମାଡିଯାଇଛି ।

 ଫଳରେ ୨୭ଟି ମଇଁଷିଙ୍କ ଟ୍ରେନ୍‌ ଧକ୍କାରେ ଜୀବନ ଯାଇଛି । ରେଳ ଧାରଣା ପାର ହେବା ସମୟରେ ଏପରି ଦୁର୍ଘଟଣା ଘଟିଛି । ମଇଁଷି ପଲଙ୍କ ଉପରେ ଆଲଫୁଜା ଏକ୍ସପ୍ରେସ ମାଡ଼ିଯାଇଥିବା ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.