Odisha News

ବଢ଼ିଲା ରେପୋ ରେଟ୍‌: ମହଙ୍ଗା ହେବ ମାସିକ ଗୃହ ଓ ଗାଡି କିସ୍ତି

ଭୁବନେଶ୍ୱର,୮/୬: ବୃଦ୍ଧି ହେଲା ରୋପେ ରେଟ୍ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ୫୦ ବେସିସି ପଏଣ୍ଡ ଅର୍ଥାତ୍ ୪.୯୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ବିତିୟ ବର୍ଷରେ ମୁଦ୍ରାସ୍ପିତ ୬.୭ ପ୍ରତିଶତ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ।
ରେପୋ ରେଟ୍ ବଢ଼ିବା ଦ୍ୱାରା ମହଙ୍ଗା ହେବ ଇଏମ୍‌ଆ, ଘର ଲୋନ୍‌,ଗାଡି ଲୋନ୍ ।
ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ରିପୋ ରେଟ୍ ବଢ଼ିବା ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଅର୍ଥନୀତିରେ ଅଭିବୃଦ୍ଧିହେବ ।

Related Posts

Seo wordpress plugin by www.seowizard.org.