ବୌଦ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ କାୟାକଳ୍ପ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୧୨ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ମଷମ ବାଉଁଶିନି ଠାରେ ଆଜି ୧୯/୧୨/୨୪ ରିଖ ରେ ୨୦୨୩ -୨୪ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାୟକ୍ଷକଳ୍ପ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା।। ଏହି ସଭା ରେ ମୁଖ୍ୟ ଅତିଥି ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସିଡିଏମଓ ଊକ୍ସ. ଜୟକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ ଏଂବ Dr . antaryami Beheraଙ୍କ ପରିଚାଳନା ରେ ଏହି ସଭା ଅନୁଷ୍ଠିତ ହେଇଥିଲା।
ବିଭିନ୍ନ ମେଡ଼ିକାଲ୍ କ୍ଟଲଲସମରକ୍ସ,ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା community health officer ଏବଂ anm , ନର୍ସିଂ officer ,health supervisor,ଏବଂ ନିର୍ମଳା ଷ୍ଟାଫ୍ ମାନେ ଉପସ୍ଥିତ ଥିଲେ ।
୨୦୨୧-୨୦୨୨,୨୦୨୨-୨୩ ଏବଂ ୨୩-୨୪ ରେ କ୍ରମାଗତ ଭାବରେ ୩ଥର CHC baunsini Kayakalpa ବିଜେତା ହେଇଥିବା ବେଳେ AAM sc, ମୁକୁନ୍ଦପୁର AAm -sc, balasinga AAM sc ,gochhapada Aam -sc ଅନ୍ତର୍ଗତ ବିଭିନ୍ନ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମଧ୍ୟ ୨୦୨୨ -୨୩ ରେ ୨୩-୨୪ ରେ ବିଜେତା ହେଇଥିଲେ ଯେପରିକି ମୁଣ୍ଡପଡ଼। AAM sc, ମୁକୁନ୍ଦପୁର AAm -sc, balasinga AAM sc ,gochhapada Aam -sc ବିଜେତା ହେଇଥିବା ବେଳେ baunsini chc ପୁରସ୍କାର ମଧ୍ୟ ପାଇଥିଲେ।ଆଜି ତାଙ୍କୁ ଏହି ସମ୍ବର୍ଧନା ଉଛବ ରେ ପୁରସ୍କୃତ କଲେକ୍ଟର ଙ୍କ ଦ୍ଵାରା କରାଗଲା ଏବଂ ବିଭିନ୍ନ ନିର୍ମଳ ଷ୍ଟାଫ୍ ମାନେ ସ୍ୱଛତା କାର୍ଯ୍ୟ ପାଈଁ ମଧ୍ୟ ପୁରସ୍କୃତ ହେଇଥିଲେ ।
ଆୟଶ୍ମାନ୍ ଆରୋଗ୍ୟ ମନ୍ଦିର ରେ କାର୍ଯ୍ୟରତ ଥିବା community helath officers mankara ନିଷ୍ଠା ପର ସେବା ଏବଂ ତାଙ୍କର team anm ଆଶା ମକ୍ଷନକର ସୋହିଯୋଗ ଓ ପରିଶ୍ରମ ଫଳରେ ସେମାନେ Kayakalpa ର ବିଜେତା ହେଇଥିବା ବେଳେ ଏହି ପରି ଉତ୍ତମ ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ଏବ ପ୍ରତିବର୍ଷ ପରି ରାଜ୍ୟ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହେଉଥବା ଏହି Kayakalpaପ୍ରତିଯୋଗିତା ରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବେ ବୋଲି ଏହି ସମ୍ବର୍ଧନା ଜନେଇ CHC baunsini Kayakalpa ଅଧୀନ ରେ ଥିବା ଅନ୍ୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ତାଙ୍କର ର team ମାନେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ସେବା ପ୍ରଦାନ କରିବେ ବୋଲି ଆଶା କରାଯାଉଛି ।